Only for Entertainment

ଝିଅ ନିର୍ବନ୍ଧରେ ଝୁମିଲେ ନୀତା ଅମ୍ବାନୀ, ପତ୍ନୀଙ୍କୁ ଡ୍ୟାନ୍ସ କରୁଥିବାର ଦେଖି ରୋକି ପାରିଲେ ନାହିଁ ନିଜକୁ ମୁକେଶ ।

instagram
0 116

ଦେଶର ସବୁଠାରୁ ଧନୀ ଝିଅ ଈଶା ଅମ୍ବାନୀଙ୍କର ସୋମବାର ଶାମ ଆନନ୍ଦ ପିରାମଲଙ୍କ ସହ ନିର୍ବନ୍ଧ ହୋଇଯାଇଛି । ଅମ୍ବାନୀ ହାଉସରେ ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ରଖାଯାଇଥିଲା । ଏଥିରେ ଅନେକ ବ୍ୟବସାୟୀଙ୍କ ବ୍ୟତୀତ ଅନେକ ଫିଲ୍ମ କଳାକାର ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

#nitaambani danxes on occasion of her daughter's engagement #ishaambani

A post shared by Viral Bhayani (@viralbhayani) on


ଏହି ଅବସରରେ ନୀତା ଅମ୍ବାନୀଙ୍କ ଡ୍ୟାନ୍ସ ଖୁବ ପ୍ରଶଂସା ସାଉଂଟିଛି ।

#nitaambani with daughter #ishaambani today at the engagement bash

A post shared by Viral Bhayani (@viralbhayani) on


ନୀତା ଅମ୍ବାନୀ ନିଜ ଝିଅର ନିର୍ବନ୍ଧରେ କଙ୍ଗନାଙ୍କ ଫିଲ୍ମର ଗୁଜୁରାତି ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ପତ୍ନୀଙ୍କ ଡ୍ୟାନ୍ସ ଦେଖି ମୁକେଶ ନିଜକୁ ରୋକି ନପାରି ଛିଡା ହୋଇ ତାଳି ମାରିବା ଆରମ୍ଭ କରିଥିଲେ ।

Twin love!!!!!❤️❤️❤️❤️ @aambani1 @_iiishmagish

A post shared by Karan Johar (@karanjohar) on


ଏହାପରେ ନୀତାଙ୍କ ସହ ତାଙ୍କ ଝିଅ ଡ୍ୟାନ୍ସ କରିଥିଲେ । ଏହି ରାଜକୀୟ ପାର୍ଟିର କିଛି ଭିଡିଓ ଏବଂ ଫଟୋ ସାମ୍ନାକୁ ର୍ଆସିଛି । କରଣ ଜୋହର ଆକାଶ ଏବଂ ଈଶାଙ୍କ ସହ ଏକ ଫଟୋ ଇନଷ୍ଟାରେ ସେୟାର କରିଛନ୍ତି । ଖବର ମୁତାବକ ମୁକେଶ ଅମ୍ବାନୀ ତାଙ୍କର ପୁଅ ଏବଂ ଝିଅ ଦୁହିଁଙ୍କ ବିବାହ ଏକାସାଙ୍ଗେ ଡିସେମ୍ବରରେ କରିବା ପାଇଁ ଚାହିଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More