Only for Entertainment

ପୁଣିଥରେ ମଂଚ ଉପରେ ଝଡ଼ ସୃଷ୍ଟି କଲେ ଦିଲବର ଗର୍ଲ ନୋରା ଫତେହି, ଦେଖିଲେ ଆପଣ ମଧ୍ୟ କହିବେ ଝିଅ ନା ବିଜୁଳି କନ୍ୟା?

40

ପୁଣିଥରେ ମଂଚ ଉପରେ ଡ୍ୟାନ୍ସ କରି ସମସ୍ତଙ୍କୁ ଦିୱାନା କରିଛନ୍ତି ଦିଲବର ଗର୍ଲ ନୋରା ଫତେହି । ଏହଥର ନୋରା ଜି ସିନେ ଆୱାର୍ଡ଼ସରେ ଦେଇଛନ୍ତି ଧମାକାଦାର ଡ୍ୟାନ୍ସ । ନୋରାଙ୍କ ଡ୍ୟାନ୍ସ ଭିଡ଼ିଓର ଯାଦୁ ଖେଳି ଯାଇଛି ସୋସିଆଲ ମିଡିଆରେ । ତେବେ ନିଜେ ନୋରା ଏହି ଡ୍ୟାନ୍ସ ଭିଡ଼ିଓକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ତାଙ୍କର ଏହି ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ସବୁଠାରୁ ଖାସ କଥା ହେଉଛି ନୋରାଙ୍କ ଡ୍ୟାନ୍ସ ଦେଖି ବଲିଉଡ ସେଲିବ୍ରେଟୀ ମଧ୍ୟ ଅବାକ ହୋଇ ଯାଇଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛି କେଉଁଭଳି ନୋରାଙ୍କ ଡ୍ୟାନ୍ସକୁ ଉପଭୋଗ କରୁଛନ୍ତି ବଲିଉଡ ସେଲିବ୍ରେଟୀ । ନୋରାଙ୍କ ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖି ସାରିଛନ୍ତି ଏବଂ ଦେଖୁଛନ୍ତି ମଧ୍ୟ ।

 

View this post on Instagram

 

Baby Naah ? ? @zeecineawards @zeecineawards

A post shared by Nora Fatehi (@norafatehi) on

ନିଜର ୟୁନିକ ଡ୍ୟାନ୍ସ ଷ୍ଟାଇଲପାଇଁ ନୋରା ଖୁବ ପରିଚିତ । ଏହି ଶୋ’ରେ ସେ ସୁପରହିଟ ପଂଜାବୀ ଗୀତରେ ଡ୍ୟାନ୍ସ କରିଛନ୍ତି ।

 

View this post on Instagram

 

#NewYears was lit ? Thank you #Kolkata for all the love ?? ? Location: Aquatica parks @anups_

A post shared by Nora Fatehi (@norafatehi) on

ନୋରା ବାହୁବଳୀ, ସତ୍ୟମେବ ଜୟତେରେ ଡ୍ୟାନ୍ସ ନମ୍ବର କରି ସମସ୍ତଙ୍କୁ ଦିୱାନା କରି ଦେଇଛନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More