Only for Entertainment

ବରୁଣଙ୍କ ଗୀତରେ ଝଗଡା କରୁଥିବାର ନଜର ଆସିଲେ ଶ୍ରଦ୍ଧା କପୁର ଏବଂ ଦିଲବର ଗର୍ଲ !

34

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ନୋରା ଫତେହିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁହେଁ ବରୁଣଙ୍କ ଗୀତରେ ଡାନ୍ସ ମୁକାବିଲା କୁଥିବାର ଦେଖିବାକୁ ମିଳିଛି । ଶ୍ରଦ୍ଧା ଏବଂ ନୋରା ନିଜ ଡାନ୍ସିଂଗ ମୁବ୍ସ ପାଇଁ ପରିଚିତ ଏବଂ ଯେତେବେଳେ ଦୁହିଁଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ତାହା ଦେଖିବାକୁ ମିଳିବ । ଏହି ଭିଡିଓରେ ଗୋଟେ ସମୟ ଏଭଳି ଆସିଛି ଯେଉଁଥିରେ ବରୁଣଙ୍କ ଏଂଟ୍ରି ଦେଖିବାକୁ ମିଳିଛି । ପୁଣି ଷ୍ଟାର ମାନେ ଧମାଲ ମଚାଇଦେଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଭିଡିଓରେ ବରୁଣ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି । ଶ୍ରଦ୍ଧା ଏବଂ ନୋରାଙ୍କ ଏହି ଡାନ୍ସ ଭିଡିଓ କୁ ୧୮ଲକ୍ଷ ୮୨ହଜାରରୁ ଅଧିକ ଥର ଦେଖା ଯାଇସାରିଲାଣି ।


ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଶ୍ରଦ୍ଧା ଏବଂ ବରୁଣ ଧୱନ କିଛି ଦିନ ହେବ ଫିଲ୍ମ ଷ୍ଟ୍ରିଟ ଡାନ୍ସର୩ଡି ‘ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରେମୋ ଡିସୁଜା । ଏହାବ୍ୟତୀତ ବରୁଣ କଳଙ୍କ ଫିଲ୍ମରେ ନଜର ଆସିବେ ଏବଂ ଶ୍ରଦ୍ଧାଙ୍କ ବିଷୟରେ କହିବାକୁ ଗଲେ ପ୍ରଭାସଙ୍କ ଫିଲ୍ମ ସାହୋରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More