Only for Entertainment

ନୋଟବୁକ ସ୍କ୍ରିନିଂରେ ସଲମାନଙ୍କ ସହିତ ନଜର ଆସିଲେ ଏହି ସମସ୍ତ ଷ୍ଟାର୍ସ, ଦେଖନ୍ତୁ ଫଟୋ

Bollywood
39

ଜହିର ଇକବାଲ ଏବଂ ପ୍ରନୂତନଙ୍କ ଫିଲ୍ମ ‘ନୋଟବୁକ’ ୨୯ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ଜରିଆରେ ସଲମାନ ଦୁଇ ଷ୍ଟାରଙ୍କୁ ଲଂଚ କରୁଛନ୍ତି । ବୁଧବାର ଏହି ଫିଲ୍ମର ସ୍କ୍ରିନିଂ ମୁମ୍ବାଇରେ ରଖାଯାଇଥିଲା । ଏହି ସ୍କ୍ରିନିଂରେ ବଲଇଉଡର ଅନେକ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା । ସ୍କ୍ରିନିଂରେ ଭାଇ ଜାନ ସଲମାନ ଖାନ ମଧ୍ୟ ସାମିଲ ହେବା ସହିତ ଜହିର ଏବଂ ପ୍ରନୂତନଙ୍କ ସହିତ ପୋଜ ମଧ୍ୟ ଦେଇଥିଲେ । ସଲମାନ କାନଙ୍କ ବ୍ୟତିତ ତାଙ୍କ ଭାଇ ସୋହେଲ ଖାନ, ସିଦ୍ଧାର୍ଥ ମଲହୋତ୍ରା, ସୋନାକ୍ଷୀ ସିହ୍ନା, ଜ୍ୟାକଲିନ ଫଣ୍ଣାଡିଜ, ସଙ୍ଗୀତା ବିଜଲାନୀ, କ୍ୟାଟ୍ରିନା କୈଫଙ୍କ ଭଉଣୀ ଇଶାବେଲ, ଆୟୁଷ ଶର୍ମା, ଅନିଲ କପୁର, ରେମୋ ଜିସୁଜା, କାଜୋଲ, କୃତି ସେନନ, ୱାରିନା ହୁସେନ, ୟୁଲିଆ ବନ୍ତୁର ଆଦି କଳାକାର ଉପସ୍ଥିତ ଥିଲେ ।

ଦେଖନ୍ତୁ ସ୍କ୍ରିନିଂର କିଛି ଫଟୋ-

note

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More