Only for Entertainment

ପରଦାକୁ ଆସିବ ଯୋଉଠି ଥିଲେ ବି ତୁ ମୋର ।

0 45

ରୋମାଂଟିକ୍ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ଯୋଉଠି ଥିଲେ ବି ତୁ ମୋର । ଫିଲ୍ମର କାହାଣୀ, ଚିତ୍ରନାଟ୍ୟ, ସଂଳାପ, ଗୀତି ସହ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀକାନ୍ତ ଗୌତମ୍ । ତେବେ ଏହି ମନଛୁଆଁ ଗୀତକୁ ଆହୁରି ଆକର୍ଷଣୀୟ କରିଛି ହ୍ୟୁମାନ୍ ସାଗର୍ଙ୍କ ଭଏସ୍ । ଗୀତରେ ପୁଣିଥରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର୍ ଦେଖାଇଛନ୍ତି ନିଜ କମାଲ୍ ।

 

ଫିଲ୍ମରେ ଲିଡ୍ ଭୂମିକାରେ ନଜର ଆସିବେ ଅଭିନେତା ସମ୍ବିତ ଓ ଅଭିନେତ୍ରୀ ରିୟା । ଦୁହିଁଙ୍କ ଭିତରେ ବେଶ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିବ ଚଳଚ୍ଚିତ୍ର ଯୋଉଠି ଥିଲେ ବି ତୁ ମୋର ସିନେମାରେ । ଫିଲ୍ମର ସୁଟିଂ ଶେଷ ହୋଇଥିବାବେଳେ, ଖୁବଶୀଘ୍ର ଆସିବ ପରଦାକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More