Only for Entertainment

ମୃତ୍ୟୁ ପରେ ନିଜର ସମସ୍ତ ଧନ ସମ୍ବତ୍ତିକୁ କାହା ନାମରେ କରିବାକୁ ଚାହାଁନ୍ତି ଅମିତାଭ ବଚ୍ଚନ?

etimes
82

ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କୁ କିଏ ବା ପସନ୍ଦ ନ କରେ । କେବଳ ଜଣେ ଭଲ ଆକ୍ଟର ନୁହଁନ୍ତି ବରଂ ଜଣେ ଆଦର୍ଶର ସେ ଏକ ଉଦାହରଣ । ନିକଟରେ ତାଙ୍କ ଲୋକପ୍ରିୟ ଗେମ ଶୋ ‘କୌନ ବନେଗା କରୋଡ଼ପତି’ର ଏକ ଏପିସୋଡରେ ସେ ଏଭଳି ଏକ କଥାର ଖୁଲାସା କରିଛନ୍ତି ଯାହାକୁ ଜାଣିବା ପରେ ତାଙ୍କ ପ୍ରତି ଆପଣଙ୍କ ମନରେ ଥିବା ସମ୍ମାନ ଅଧିକ ବଢିଯିବ ।

ଅମିତାଭ ବଚ୍ଚନ ଉଭୟ ପୁଅ ଝିଅଙ୍କୁ ଗୋଟିଏ ନଜରରେ ଦେଖନ୍ତି, ତାଙ୍କ ପାଇଁ ଉଭୟ ସମାନ । କେବଳ ସେତିକି ନୁହେଁ ଅଭିତାଭ ବଚ୍ଚନ ଗର୍ଲ ଚାଇଲଡକୁ ନେଇ ଏକ ଆମ୍ବାସେଡର ମଧ୍ୟ ଅଛନ୍ତି, ଯାହା ହେଉଛି ବେଟି ବଚାଓ,ବେଟି ପଢାଓ । ତେବେ ଅମିତାଭ ଏକ ଟ୍ୱିଟ ମାଧ୍ୟମରେ ମଧ୍ୟ ଜଣାଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତିଯେ, ମୋ ମୃତ୍ୟୁ ପରେ ମୁଁ ଯେଉଁ ଧନ ସମ୍ବତ୍ତି ଛାଡ଼ିଯବି ତାହା ସମାନ ଭାବରେ ମୋ ଝିଅ ଏବଂ ପୁଅ ମଧ୍ୟରେ ବଂଟାଯିବ । ଅମିତାଭ ନାରୀ ଶକ୍ତିକୁ ନେଇ ମଧ୍ୟ ବିଭିନ୍ନ କଥା କହିଛନ୍ତି । ତେବେ ଯେ ନାରୀକୁ ସେ ଯଥେଷ୍ଟ ସମ୍ମାନ ଦିଅନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

ଆପଣ ଅମିତାଭ ବଚ୍ଚନଙ୍କ ନିଷ୍ପତ୍ତିକୁ କେତେ ମାତ୍ରାରେ ସମ୍ମାନ ଦେଉଛନ୍ତି ଆମକୁ କମେଂଟ ବକ୍ସରେ କମେଂଟ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More