Only for Entertainment

ପାନୀପତ ଟ୍ରେଲର ରିଲିଜ, ଇତିହାସ ବଦଳାଇଥିଲା ଏହି ଯୁଦ୍ଧ,ପରଦାରେ ପ୍ରଥମ ଥର

30

ଅର୍ଜୁନ କପୂର, ସଂଜୟ ଦତ୍ତ, କୃତି ସାନନ ଷ୍ଟାରର ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଶୁତୋଷ ଗ୍ୱାରିକର । ଟ୍ରେଲରରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି ।

ଟ୍ରେଲରର ଆରମ୍ଭରେ କୃତି ସାନନ କହୁଛନ୍ତି ମରାଠା, ହିନ୍ଦୁସ୍ତାନର ସେହି ଯୋଦ୍ଧା, ଯାହାଙ୍କ ପାଇଁ ସେମାନଙ୍କ ଧର୍ମ ଏବଂ କର୍ମ ସେମାନଙ୍କ ବୀରତା । ଫିଲ୍ମ ପାଇଁ ଗ୍ରାଣ୍ଡ ସେଟସ ନିର୍ମାଣ କରାଯାଇଛି । କହିରଖୁଛୁ ଟ୍ରେଲରରେ ଅର୍ଜୁନ କପୂର ଏବଂ କ୍ରିତି ସାନନଙ୍କ କେମେଷ୍ଟ୍ରି ନଜର ଆସିଛି । ଫିଲ୍ମରେ ମୁଖ୍ୟ ଚରିତ୍ରରେ ମୋହନିଶ ବହଲ ମଧ୍ୟ ନଜର ଆସିବେ । ଅନ୍ୟ ପକ୍ଷରେ ଫିଲ୍ମରେ ସଂଜୟ ଦତ୍ତଙ୍କୁ ଭୟଙ୍କର ରୂପ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More