Only for Entertainment

ରିଲିଜ ହେଲା ପଟାଖା ଫିଲ୍ମର ଆଉ ଏକ ଗୀତ ‘ଗଲିଗଲି’, ଦେଖିବାକୁ ମିଳିଲା ହୋଲିର ନଜାରା !

0 27

ବଲିଉଡ ଫିଲଲ୍ମ ଜଗତରେ ଯେବେବି କେବେ ହୋଲି ଗୀତ ରିଲିଜ ହୋଇଥାଏ ସମସ୍ତଙ୍କ ଆଶା ଥାଏ ଯେ ଏହି ଗୀତରେ ନିଶ୍ଚୟ ଝୁମିବାକୁ ମିଳିବ । ରିଲିଜ ହୋଇଛି ପଟାଖାର ଆଉ ଏକ ସଙ୍ଗ ‘ଗଲି ଗଲି’ । ଗୀତ ଆରମ୍ଭ ହୋଇଛି ଗାୟକ ସୁଖବିନ୍ଦର ସିଂଙ୍କ କଣ୍ଠରୁ , ଯାହାଙ୍କ ସ୍ୱରର ଆମେ ସମସ୍ତେ ପାଗଳ ଅଟୁ ।

ଗୀତରେ ଦେଖିବାମୁ ମିଳିଛି ସୁନୀଲ ଗ୍ରୋବରଙ୍କ ଜବରଦସ୍ତ ଅନ୍ଦାଜ, କିନ୍ତୁ ଏହି ଗୀତରେ ରାଧିକା ମଦାନ ଏବଂ ସାନ୍ୟା କିଛି ଖାସ କରୁଥିବା ଦେଖିବାକୁ ମିଳିନି । ମାତ୍ର ଏଭଳି କୁହାଯାଇପାରେ ଯେ ଏହି ଗୀତ ଫିଲ୍ମର ସବୁଠାରୁ ଖରାପ ଗୀତ । ଏଠାରେ ଆମେ କହି ରଖୁଛୁ ଯେ ଏହାପରେ ନିର୍ମାତା ଫିଲ୍ମର ଟାଇଟଲ ଟ୍ରାକ ରିଲିଜ କରିବେ, ଆଶା କରାଯାଉଛି ଯେ ଏହା ହୁଏତ ଲୋକଙ୍କ ପସନ୍ଦ ଆସିପାରେ । ଫିଲ୍ମ ପଟାଖା ୨୮ସେପ୍ଟେମ୍ବର୨୦୧୮ରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More