Only for Entertainment

ଅନନ୍ୟା ପାଣ୍ଡେ ଶେୟାର କଲେ କାର୍ତ୍ତିକ ଆର୍ୟନଙ୍କ ସିକ୍ରେଟ, କହିଲେ ରାତିରେ କାର୍ତ୍ତିକ……………!

hindirush
40

ଫିଲ୍ମ ପତି ପତ୍ନୀ ଔର ୱୋ ରିଲିଜ ହେବା ପାଇଁ ଖୁବ କମ ଦିନ ବାକି ରହିଛି । ଏହି ଫିଲ୍ମରେ କାର୍ତ୍ତିକ ଆର୍ୟନ, ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହା ଏକ ରୋମାଂଟିକ କମେଡ଼ି ଡ୍ରାମା । ନିକଟରେ ଫିଲ୍ମକୁ ନେଇ ଅନନ୍ୟା ପାଣ୍ଡେ ଏକ ଇଂଟରଭ୍ୟୁ ଦେଇଛନ୍ତି । ଯେଉଁଥିରେ ତାଙ୍କୁ କେତେକ ପ୍ରଶ୍ନ କରାଗଲା । ଆସନ୍ତୁ ଆଲୋଚନା କରିବା ।

କାର୍ତ୍ତିକଙ୍କ ସହିତ କାମ କରିବା ଖୁବ ମଜାଳିଆ ଥିଲା ବୋଲି କହିଛନ୍ତି । ଏହା ସହିତ କହିଛନ୍ତି ସେ ବହୁତ କଥା କୁହନ୍ତି । କିନ୍ତୁ ତାଙ୍କ ମଧ୍ୟରେ ସବୁଠାରୁ ଭଲ ଗୁଣ ହେଉଛି ସେ ନିଜ ବିଷୟରେ କେବେ ଭାବନ୍ତି ନାହିଁ । ସବୁବେଳେ ସ୍କ୍ରିପ୍ଟକୁ ଭଲ କରିବା ପାଇଁ ଲାଗି ରୁହନ୍ତି । ସୁଟିଂ ସମୟରେ ସେ ମୋତେ ଖୁବ ସାହାଯ୍ୟ କରିଛନ୍ତି । କାର୍ତ୍ତିକଙ୍କ ବିଷୟରେ ସେ ଏକ ସିକ୍ରେଟ କଥା କହିଛନ୍ତିଯେ କାର୍ତ୍ତିକ ରାତିରେ ୩ରୁ ୪ ଘଂଟା ଶୋଇଥାନ୍ତି । ତାଙ୍କୁ ମିଠା ଖାଇବାକୁ ଭଲ ଲାଗେ ।

ଯେତେବେଳେ ଅନନ୍ୟାଙ୍କୁ ପ୍ରଶ୍ନ କରାଗଲା ଆପଣ କେବେ ପୁରୁଣା ପତି ପତ୍ନୀ ଔର ୱୋ ଦେଖିଛନ୍ତି, ସେ କହିଲେ ଦୁଇଥର ଦେଖିଛି । କିନ୍ତୁ ଆମ ଫିଲ୍ମ ହେଉଛି ନୂଆ ଭର୍ସନ ଏବଂ ତାହା ଠାରୁ ଭିନ୍ନ । ତଥାପି ଫିଲ୍ମର ଲଭ ଟ୍ରାଙ୍ଗେଲ ପୂର୍ବ ଫିଲ୍ମ ଭଳି ।

ଆଉ ଏକ ପ୍ରଶ୍ନ କରାଗଲାଯେ କେବେ ଆପଣ ଲିଡ ଭାବରେ ଅଭିନୟ କରିବାକୁ ଚାହାଁନ୍ତି ନାହିଁ? ସେ କହିଲେ ମୁଁ ରୋଲ ସିଲେକ୍ଟ କରେ । ଯଦି ମୋତେ କୌଣସି ଫିଲ୍ମରେ ୧୦ ମିନିଟର ରୋଲ ମଧ୍ୟ ମିଳେ ତେବେ ମୁଁ କରିବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More