Only for Entertainment

ସୁରଜ ବଡଜାତ୍ୟାଙ୍କ ପୁଅର ରିସେପ୍ସନ ପାର୍ଟିରେ ସଲମାନଙ୍କ ସମେତ ପହଁଚିଲେ ଏହି ଷ୍ଟାର୍ସ, ଦେଖନ୍ତୁ ଫଟୋ

latestly
45

ହିନ୍ଦୀ ଫିଲ୍ମ ଇଣ୍ଟଷ୍ଟ୍ରୀର ପ୍ରସିଦ୍ଧ ଫିଲ୍ମ ନିର୍ମାତା ସୁରଜ ବଡଜାତ୍ୟାଙ୍କ ପୁଅ ଦେବାଂଶ ବଡଜାତ୍ୟାଙ୍କ ଗ୍ରାଣ୍ଡ ରିସେପ୍ସନ ପାର୍ଟି ୨୯ ନଭେମ୍ବର ଶୁକ୍ରବାର ମୁମ୍ବାଇରେ ଆୟୋଜିତ ହାଇଥିଲା । ଏହି ଗ୍ରାଣ୍ଡ ରିସେପ୍ସନ ପାର୍ଟିରେ ବଲିଉଡର ଅନେକ ନାମୀ ଦାମୀ କଳାକାର ଯୋଗ ଦେଇଥିଲେ । ସୁରଜ ବଡଜାତ୍ୟା ଏବଂ ସଲମାନ ଖାନଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଛି ଏବଂ ଏହା ସମସ୍ତେ ଜାଣନ୍ତି । ବିବାହ ରିସେପ୍ସନ ପାର୍ଟିରେ ସଲମାନ ଏବଂ ତାଙ୍କ ପରିବାର ପହଁଚି ନବ ଦମ୍ପତିଙ୍କୁ ଭେଟି ଦେଇଥିଲେ ।

ସଲମାନଙ୍କ ବ୍ୟତିତ ମାଧୁରୀ ଦିକ୍ଷୀତ, ସାହିଦ କପୁର, ଅନୀଲ କପୁର, ରେଖା ଏବଂ କାର୍ତ୍ତିକ ଆର୍ୟନ ସମେତ ଅନ୍ୟ ସେଲିବ୍ରିଟି ମଧ୍ୟ ନଜର ଆସିଥିଲେ । ଆସନ୍ତୁ ନଜର ପକାଇବା କିଛି ଫଟୋ ଉପରେ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More