Only for Entertainment

ରିଲିଜ୍ ହେଲା ଆଗାମୀ ବଲିଉଡ୍ ଫିଲ୍ମ ପ୍ରଣାମ ର ଆଉ ଏକ ଗୀତ ‘ଜୟ ହନୁମାନ’ !

India TV
40

ଆଗାମୀ ବଲିଉଡ୍ ଫିଲ୍ମ ପ୍ରଣାମ ର ଆଉ ଏକ ଗୀତ ‘ଜୟ ହନୁମାନ’ ରିଲିଜ୍ ହୋଇଛି । ଗୀତରେ ଶୁଣିବାକୁ ମିଳିଛି ଶୁଖୱିନ୍ଦର୍ ସିଂଙ୍କ ଆକର୍ଷଣୀୟ ଗାୟିକୀ । ବିଶାଲ୍ ମିଶ୍ରାଙ୍କ ସଙ୍ଗୀତ ସହ ମନୋଜ୍ ମୁନ୍ତାସିରଙ୍କ ଲିରିକ୍ସ ଏହି ଗୀତଟିକୁ କରିଛି ଆହୁରି ଆକର୍ଷଣୀୟ । ଗୀତରେ ଫିଲ୍ମର ନାୟକା ରାଜିବ ଖଣ୍ଡେଲ୍ୱାଲଙ୍କୁ ଦେଖିବାକୁ ମିଳିଛି । କିଭଳି ଜଣେ ଆଇଏଏସ୍ ଅଫିସର୍ ପରିସ୍ଥିତିରେ ପଡି ଏକ କ୍ରିମିନାଲ୍ ସାଜେ ତାହାକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ଏହି ଅପକମିଂ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି

ଫିଲ୍ମ ପ୍ରଣାମ ପ୍ରେମ, ଲକ୍ଷ୍ୟ, ବୁଝାମଣା ଏବଂ ପ୍ରତିଶୋଧର କାହାଣୀ ଅଟେ । ଏହି ଫିଲ୍ମରେ ରାଜୀବଙ୍କ ସହ ସମୀକ୍ଷା, ବିକ୍ରମ ଗୋଖଲେ, ଅତୁଲ କୂଲକର୍ଣ୍ଣି ଏବଂ ଅଭିମନ୍ୟୁ ସିଂ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାଜୀବ ଜୟସ୍ୱାଲ । ଏହି ଫିଲ୍ମ ୯ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More