Only for Entertainment

ପ୍ରସ୍ଥାନମ’ ର ଲୁକ ପୋଷ୍ଟର ରିଲିଜ, ଗଦି ବିରାସତ ସେ ନହିଁ, କାବିଲିୟତ ସେ ମିଲତି ହୈ’

hindirush
50

ସଂଜୟ ଦତ୍ତଙ୍କ ଫିଲ୍ମ ପ୍ରସ୍ଥାନମର ପ୍ରଥମ ଲୁକ ପୋଷ୍ଟର ଶୁକ୍ରବାରକୁ ରିଲିଜ ହୋଇ ସାରିଛି । ପୋଷ୍ଟରରେ ବଲିଉଡର ବାବାଙ୍କ ବ୍ୟତୀତ ମନୀଷା କୋଇରାଲା,ଜ୍ୟାକି ସ୍ରଫ, ଅଲ୍ଲି ଫଜଲ ଏବଂ ସତ୍ୟଜିତ ଦୁବେ ଏକଦମ ଜବରଦସ୍ତ ଲୁକରେ ନଜର ଆସିଛନ୍ତି । ଫିଲ୍ମ ୨୦ ସେପ୍ଟେମ୍ବରକୁ ସିନେମା ଘରେ ରିଲିଜ ହେବ ।

ପ୍ରସ୍ଥାନମ ଫିଲ୍ମର ପୋଷ୍ଟରରେ ଏକ ଦମଦାର ଡାଏଲଗ ମଧ୍ୟ ଲେଖା ହୋଇଛି, ୟେ ଗଦି ବିରାସତ ମେଁ ନହିଁ କାବିଲିୟତ ସେ ମିଲତି ହୈ’ । ଫଟୋରେ ସବୁ କଳାକାର ଇଂଟେନ୍ସ ଲୁକରେ ନଜର ଆସିଛନ୍ତି । ସଂଜୟ ଦତ୍ତ ଏହାକୁ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More