ପୁଣିଥରେ ଆଖି ମାରି ଘାଇଲା କଲେ ଇଂଟରନେଟ ସେନସେସନ ପ୍ରିୟା ପ୍ରକାଶ ୱାରିଅର
ପ୍ରିୟା ପ୍ରକାଶ ୱାରିଅର ୨୦୧୮ରେ ଆଖି ମାରି ଇଂଟରନେସ ସେନସେସନ ହୋଇ ଯାଇଥିଲେ । ସୋସିଆଲ ମିଡିଆରେ ଲୋକ ତାଙ୍କ ଦିୱାନା ହୋଇଗଲେ । ଦେଖୁ ଦେଖୁ ପ୍ରତିଦିନ ଭାଇରାଲ ହେବାରେ ଲାଗିଲା ପ୍ରିୟାଙ୍କ ଭିଡ଼ିଓ । ଏବେ ପୁଣିଥରେ ପ୍ରିୟା ପ୍ରକାଶ ଚର୍ଚ୍ଚାକୁ ଆସିଛନ୍ତି । ସାମ୍ନାକୁ ଆସିଥିବା ଭିଡ଼ିଓ ପୂର୍ବଭଳି ଭାଇରାଲ ହେବାରେ ଲାଗିଛି ।
— Renu chouhan (@Renu7chouhan) December 31, 2019
ଗତକାଲି ବର୍ଷର ଶେଷ ଦିନରେ ନିଜର ଆଇକନିକ ଅନ୍ଦାଜକୁ ପୁଣିଥରେ ଦୋହରାଇଛନ୍ତି । ସେ ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଅନ୍ୟ ପକ୍ଷରେ ଦୀପିକା ପାଦୁକୋନ ପ୍ରିୟାଙ୍କୁ ଚ୍ୟାଲେଂଜ ଦେଇ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି ।