Only for Entertainment

ନ୍ୟୁୟର୍କରେ ଜ୍ୟାକଲିନଙ୍କୁ ସାକ୍ଷାତ କଲେ ପ୍ରିୟଙ୍କା, ସାମ୍ନାକୁ ଆସିଲା ମସ୍ତି କରୁଥିବାର ଭିଡ଼ିଓ ।

bollywood tadka
26

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଷ୍ଟନିଙ୍ଗ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେଥିପାଇଁ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସେ ଲାଇମଲାଇଟର ସୁବଠାରୁ ଆଗରେ ରହିଥାନ୍ତି । ଏବେ ସେ ନ୍ୟୁୟର୍କରେ । ପ୍ରତିଦିନ ତାଙ୍କର କିଛି ନା କିଛି ଫଟୋ ସାମ୍ନାକୁ ଆସୁଛି । ନିକଟରେ ପ୍ରିୟଙ୍କାଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ବାସ୍ତବରେ ନ୍ୟୁୟର୍କରେ ପ୍ରିୟଙ୍କାଙ୍କର ସାକ୍ଷାତ ହୋଇଛି ବଲିଉଡ ନାୟିକା ଜ୍ୟାକଲିନଙ୍କ ସହିତ ।

 

View this post on Instagram

 

Priyanka last night in NYC with @jacquelinef143 ❤

A post shared by i love you Priyanka Chopra ? (@priyankachopra.maniacs) on

ଜ୍ୟାକଲିନ ପ୍ରିୟଙ୍କାଙ୍କ ସହିତ କ୍ଲିକ କରିଥିବା ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଦୁଇଜଣ ଏକା ସାଙ୍ଗରେଖୁବ ମସ୍ତି ମଧ୍ୟ କରିଛନ୍ତି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ପ୍ରିୟଙ୍କା ଫିଲ୍ମ ଦ ସ୍କାଇ ଇଜ ପିଙ୍କରେ ନଜର ଆସିବେ । ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହିତ ଜାୟରା ବସୀମ ଏବଂ ଫରହାନ ଅଖତର ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲୀ ବୋଷ । ଏହି କାହାଣୀ ମୋଟିଭେସନାଲ ସ୍ପିକର ଆଏଶା ଚୌଧରୀଙ୍କ ଉପରେ ପର୍ଯ୍ୟବେଷିତ । ଏହି ଫିଲ୍ମ ୧୧ ଅକ୍ଟୋବରକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More