Only for Entertainment

ରାଗିଣୀ ଏମଏମସ ରିଟର୍ନସ ଟୁ’ର ଟିଜର ରିଲିଜ । ଦେଖିବାକୁ ମିଳିବ ଭୟଙ୍କର… ।

bollywood tadka
50

ବଲିଉଡର ସବୁଠାରୁ ଭୟଙ୍କର ଫିଲ୍ମ ରାଗିଣୀ ଏମଏମସ ବିଷୟରେ ତ ଆପଣ ସମସ୍ତେ ଜାଣିଥିବେ । ଏହି ଫିଲ୍ମ ହରର ଫିଲ୍ମ କ୍ଷେତ୍ରରେ କେତେକ ଫିଲ୍ମକୁ ପଛରେ ପକାଇ ଦେଇଛି । ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଥିଲା, କିନ୍ତୁ ଏହାର ପରବର୍ତ୍ତୀ ସିଜିନକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଏହି ମଧ୍ୟରେ ଦର୍ଶକଙ୍କ ଅପେକ୍ଷା ଶେଷ ହୋଇଛି । କାରଣ ଖୁବଶୀଘ୍ର ଏହାର ଆଗାମୀ ପାର୍ଟ ରାଗିଣୀ ଏମଏମସ ରିଟର୍ନସ ଟୁ ରିଲିଜ ହେବାକୁ ଯାଉଛି । ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି ।

 

କହିରଖୁଛୁଯେ ଫିଲ୍ମରେ ଷ୍ଟାରକାଷ୍ଟ ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦ ନଜର ଆସିବେ ବୋଲି ଚର୍ଚ୍ଚା ଚାଲିଥିଲା । ଏହି ମଧ୍ୟରେ ଦୁଇ ଜଣଙ୍କ ଅଫ ସ୍କ୍ରିନ କେମେଷ୍ଟ୍ରି ଏବେ ଅନ ସ୍କ୍ରିନରେ ଦେଖିବାକୁ ମିଳିଛି । ଟିଜରରେ ଦିବ୍ୟା ଏବଂ ବରୁଣ ଖୁବ ବୋଲ୍ଡ ଅବତାରରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More