Only for Entertainment

ଆୟରଲାଣ୍ଡରେ ଛୁଟି ବିତାଉଛନ୍ତ ରାଜକୁମାର ରାଓ ଏବଂ ପତ୍ରଲେଖା, ଶେୟାର କଲେ ଫଟୋ !

mid-day
19

ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ଖାସ ଜାଗା ନେଇଥିବା ଅଭିନେତା ରାଜକୁମାର ରାଓ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ସହ ତାଙ୍କ ସମ୍ପର୍କକ ଭଲ ଥିବା ଦେଖିବାକୁ ମିଳିଛି , କାରଣ ଅନେକ ସମୟରେ ସେ ଫଟୋ ଶେୟାର କରୁଛନ୍ତି ।

କିଛିଦିନ ହେବ ଏହି ଯୋଡି ଆୟରଲାଣ୍ଡରେ ଛୁଟି ଉପଭୋଗ କରୁଛନ୍ତି । ସବୁଥର ଭଳି ଏଥର ମଧ୍ୟ ସେ ଫଟୋ ଶେୟାର କରିଛନ୍ତି । ଅଭିନେତା ସୋମବାରକୁ ପତ୍ରଲେଖାଙ୍କର ୩ଟି ଫଟୋ ଇନଷ୍ଟାରେ ଶେୟାର କରିଛନ୍ତି । ଏହା ଉପରେ ୟୁଜର୍ସ ନିଜର ପ୍ରତିକ୍ରିୟା ରଖିଛନ୍ତି ।

 

View this post on Instagram

 

@patralekhaa ❤️?#Ireland

A post shared by Raj Kummar Rao (@rajkummar_rao) on

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ରାଜକୁମାର ଏବେ ‘ମେଂଟାଲ କ୍ୟା’ରେ ନଜର ଆସିବେ । ଏହି ଫିଲ୍ମରେ ସେ କଙ୍ଗନା ରଣାୱତଙ୍କ ସହ ନଜର ଆସିବେ । ଏହାବ୍ୟତୀତ ମେଡ ଇନ ଚାଇନାରେ ମଧ୍ୟ ନଜର ଆସିବେ ରାଜକୁମାର । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ମୌନୀ ରୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More