Only for Entertainment

ସର୍ବ ସମ୍ମୁଖରେ ଦୀପକ କଲାଲଙ୍କୁ ପିଟିଲେ ରାକ୍ଷୀ ସାୱନ୍ତଙ୍କ ନଣନ୍ଦ, ଦେଖନ୍ତୁ ଭିଡିଓ

amar ujala
301

ଅଭିନେତ୍ରୀ ରାକ୍ଷୀ ସାୱନ୍ତ କିଛି ନା କିଛି ଏଭଳି କରିଥାନ୍ତି ଯାହାକୁ ନେଇ ସେ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି । ଏବେ ରାକ୍ଷୀ ନିଜ ପାଇଁ ନୁହଁନ୍ତି ବରଂ ତାଙ୍କ ବନ୍ଧୁ ଦୀପକ କଲାଲଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଅସଲରେ ଦୀପକ କଲାଲ ଇଂଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ।

ଏହି ଭିଡିଓରେ ରାକ୍ଷୀ ସାୱନ୍ତଙ୍କ ନଣନ୍ଦ ଦୀପକ କଲାଲଙ୍କୁ ଚୁଟି ଧରି ପିଟୁ ଥିବାର ନଜର ଆସିଛନ୍ତି । ଅସଲରେ ରାକ୍ଷୀଙ୍କ ବିବାହ ଖବର ଶୁଣି ଦୀପକ କଲାଲ ରାଗି ଯାଇ ତାଙ୍କ ପତିଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ । ଏହାକୁ ନେଇ ରାକ୍ଷୀଙ୍କ ନଣନ୍ଦ ତାଙ୍କୁ ପିଟିବା ସହିତ ଗାଳି କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଭିଡିଓ ସେୟାର କରିବା ସହିତ ଦୀପକ କଲାଲ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ।

ଦେଖନ୍ତୁ ଭିଡିଓ-

 

View this post on Instagram

 

Sorry @rakhisawant2511 ……@rizal.manisha @anjalibhardwaj6264 @abhi_singh7007

A post shared by Deepak Kalal (@deepakkalalofficial) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More