Only for Entertainment

ଭାଇରାଲ ହେଲା ରଣବୀର ସିଂଙ୍କ ଫିଲ୍ମ ୮୩’ର ଫଟୋ, #RanveerAsKapil ଲେଖି ଦେଲେ ଏଭଳି କମେଂଟ !

30

ରଣବୀର ସିଂ ନିଜ ଟ୍ୱିଟର ଅକାଉଂଟରେ ଫଟୋ ଶେୟାର କରିଛନ୍ତି । ଯାହା ତାଙ୍କର ଅପକମିଂ ଫିଲ୍ମ ୮୩’ର ଏକ ସିନ ଅଟେ । ରଣବୀରଙ୍କ ଏହି ଫଟୋ ଯେତେବେଳେ ସୋସିଆଲ ମିଡିଆରେ ଶେୟାର ହେଲା ,ସେବେଠାରୁ ଏହି ମାମଲା ଟ୍ରେଣ୍ଡ କରିବାରେ ଲାଗିଛି ।

ଏବେ ରଣବୀରଙ୍କ ନାଁରେ ଏକ ହାସଟ୍ୟାଗ #RanveerAsKapil ଟ୍ରେଣ୍ଡ ହେବାରେ ଲାଗିଛି । ଲୋକମାନେ ଏହି ଫଟୋକୁ ଚାରିଆଡେ ଶେୟାର କରିବାରେ ଲାଗିଛନ୍ତି ।

ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ ଏହି ଫିଲ୍ମ ଦେଶର ‘ସବୁଠାରୁ ବଡ ସ୍ପୋର୍ଟସ ଫିଲ୍ମ’ଶୁଣିବାକୁ ମିଳିଛି । ରଣବୀର ଏଥିରେ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ଏବଂ ଏହାର କାହାଣୀ ୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପର ଅଟେ । ଫିଲ୍ମ ୮୩ ଆସନ୍ତା ବର୍ଷ ୧୦ଅପ୍ରେଲ ୨୦୨୦ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ ହେବ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କବୀର ଖାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More