Only for Entertainment

ହାତରେ ଦୀପିକା ପାଦୁକୋନଙ୍କ ଚପଲ ଧରିଲେ ରଣବୀର ସିଂ ।

aajtak
107

ରଣବୀର ସିଂ ଏବଂ ଦୀପିକା ପାଦୁକୋନ ନିକଟରେ ମୁମ୍ବାଇର ଏକ ୱେଡିଙ୍ଗ ରିସେପସନରେ ପହଂଚିଥିଲେ । ସେହି ଫଙ୍କସନରେ ରଣବୀର ଏବଂ ଦୀପିକା ପାଦୁକୋନଙ୍କ କେତେକ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏବେ ଏହି ଇଭେଂଟଣ ନୂଆ ଫଟୋ ସାମ୍ନାକୁ ଆସିଛି ।

ଫଟୋରେ ରଣବୀର ସିଂ ପତ୍ନୀ ଦୀପିକା ପାଦୁକୋନଙ୍କ ଚପଲ କ୍ୟାରି କରୁଥିବାର ଦେଖିôବାକୁ ମିଳିଛି । ଏହି ସମୟରେ ଦୀପିକା ତାଙ୍କ ବନ୍ଧୁ ମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି ।

ପତ୍ନୀଙ୍କ ଚପଲକୁ ହାତରେ ଧରିଥିବାର ରଣବୀରଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହା ପୂର୍ବରୁ ସୋନମ କପୁରଙ୍କପତି ଆନନ୍ଦ ଆହୁଜା ସୋନମଙ୍କ ଜୋତାର ଲେସ ବାନ୍ଧୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଫଟୋ ଦେଖିବା ପରେ ଜଣାପଡ଼ୁଛି ସେମାନଙ୍କ ମଧ୍ୟରେ ବଣ୍ଡିଂ କେତେ ଭଲ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More