Only for Entertainment

ହଳଦୀ ସେରେମନି ପରେ କିଛି ଏଭଳି ଅନ୍ଦାଜରେ ନଜର ଆସିଲେ ରଣବୀର, ଏୟାରପୋର୍ଟରେ ହେଲେ ସ୍ପଟ !

24

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ରଣବୀର ସିଂ ୧୪ଏବଂ ୧୫ ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ସେପଟେ ଦୁହିଁଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଗତ ଦିନରେ ରଣବୀରଙ୍କ ହଳଦୀ ସେରେମନୀ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ସେହିଭଳି ରଣବୀର ନିଜର ହଳଦୀ ରସମ ପୂରା କରି ଫିଲ୍ ସୁଟିଂ ପାଇଁ ଗୋଆରେ ପହଂଚିଛନ୍ତି ।

 

ନିକଟରେ ରଣବୀର ଗୋଆ ଏୟାରପୋର୍ଟରେ ସ୍ପଟ ହୋଇଛନ୍ତି । ଏଠାରେ ସେ ବ୍ଲୁ ଜ୍ୟାକେଟ ଏବଂ ବ୍ଲୁ ପ୍ୟାଂଟ ପିନ୍ଧି କୁଲ ଅନ୍ଦାଜରେ ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ରଣବୀର ୧୪ନଭେମ୍ବରରେ ଦୀପିକାଙ୍କୁ ଇଟାଲୀରେବିବାହ କରିବେ । ଏହି ବିଷୟର ଖୁଲାସା ଦୀପିକା ଏବଂ ରଣବୀର ନିଜେ ସୋସିଆଲ ମିଡିଆରେ ଶେୟାର କରିଥିଲେ ।

ରଣବୀର-ଦୀପିକାଙ୍କ ବିବାହ ସିନ୍ଧି ଏବଂ ତାମିଲ ରୀତିନୀତିେରେ କରାଯିବ । ଫ୍ୟାନ୍ସ ମାନଙ୍କୁ ଏହି କ୍ୟୁଟ କପଲଙ୍କ ବିବାହର ଅପେକ୍ଷା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More