Only for Entertainment

ଅରୁଣ ଜେଟଲୀଙ୍କ ନିଧନରେ ରିତେଶ ଦେଶମୁଖଙ୍କ ଠାରୁ ଆରମ୍ଭ କରି ସନି ଦେଓଲଙ୍କ ପର୍ଯ୍ୟନ୍ତ ଏହି  ସମସ୍ତ ଷ୍ଟାର୍ସ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

latestly
36

ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦିଲ୍ଲୀ ଏମ୍ସରେ ନିଧନ ହୋଇଯାଇଛି । ସେ ଅନେକ ଦିନରୁ ଖୁବ ଅସୁସ୍ଥ ଥିଲେ । ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହୋଇପଡିଥିଲା । ଶନିବାର ୧୨ ଟା ୭ ମିନିଟରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ । ଅରୁଣ ଜେଟଲୀଙ୍କ ନିଧନ ଖବର ଶୁଣି ପୂରା ଦେଶବାସୀ ଚକିତ ହୋଇଯାଇଛନ୍ତି ।

ଅରୁଣ ଜେଟଲୀଙ୍କ ନିଧନରେ ଅନେକ ରାଜନୈତିକ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ବଲିଉଡର ଅନେକ କଳାକାର ଏହି ଗରିଷ୍ଠ ନେତାଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ରିତେଶ ଦେଶମୁଖ, ସନି ଦେଓଲ, ସିଦ୍ଧାର୍ଥ ମଲହୋତ୍ରା ଏବଂ ପରେଶ ରାୱଲଙ୍କ ପରି କଳାକାର ଅରୁଣ ଜେଟଲୀଙ୍କ ନିଧନରେ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ।

ଦେଖନ୍ତୁ ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More