Only for Entertainment

କରଣବୀର ବୋହରାଙ୍କ ଦୁଇ ଝିଅଙ୍କ ସହିତ ଜନ୍ମଦିନ ସେଲିବ୍ରେଟ କଲେ ‘ବିଗ ବସ’ ଫେମ୍ ସବା ଖାନ, ଦେଖନ୍ତୁ ଫଟୋ ଓ ଭିଡିଓ

instagram
32

ଟିଭି ରିଅଲିଟି ଶୋ’ ‘ବିଗ ବସ ୧୨’ରେ ପ୍ରତିଯୋଗୀ ରହିସାରିଥିବା ସବା ଖାନ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି । ସୋମବାର ରାତିରେ ସବା ସୃଷ୍ଟି ରୋଡେ, ରୋହିତ ସୁଚାନ୍ତି ଏବଂ ଭଉଣୀ ସୋମୀ ଖାନଙ୍କ ସହିତ ଜନ୍ମଦିନ ସେଲିବ୍ରେଟ କରିଛନ୍ତି ।

ଏହି ଖାସ ମଉକାରେ ଅଭିନେତା କରଣବୀର ବୋହରା ସବା ଖାନଙ୍କୁ ଏକ ସରପ୍ରାଇଜ ଦେଇଥିଲେ । କରଣବୀର ପତ୍ନୀ ଏବଂ ଦୁଇ ଝିଅଙ୍କ ସହିତ ସବାଙ୍କ ଘରେ କେକ ନେଇ ପହଁଚିଥିଲେ । ସବା କରଣଙ୍କ ଦୁଇ ଝିଅ ବେଲା ଏବଂ ଭିଆନାଙ୍କ ସହିତ ମିଶି କେକ କାଟିଥିଲେ । ଏହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

CUTEST.???? @twinbabydiaries @karanvirbohra @bombaysunshine @sabakhan_ks @somikhan_ks . . (Somi masi liked❤)

A post shared by Bella Vienna ❤❤ (@twinbabyangels) on

କହିରଖୁଛୁ ଯେ, ବିଗ ବସ ଘରେ ସୋମୀ, ସବା ଏବଂ କରଣବୀର ଭଲ ବନ୍ଧୁଥିଲେ । ୩ ଜଣଙ୍କୁ ଘରେ ଏକା ସହିତ ଦେଖିବାକୁ ମିଳୁଥିଲା । ବିଗବସ ପରେ ମଧ୍ୟ ତିନି ଜଣେ ଭଲ ବନ୍ଧୁ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More