Only for Entertainment

ତୈମୁରଙ୍କ ଫଟୋ ଉଠାଇବାରୁ ଫଟୋଗ୍ରାଫରଙ୍କ ଉପରେ ରାଗିଲେ ସୈଫ, କହିଲେ କିଛି ଏଭଳି, ଦେଖନ୍ତୁ ଭିଡିଓ !

24

ଯେବେଠାରୁ ସୈଫଙ୍କ ଛୋଟେ ନବାବ ଜନ୍ମ ହେଲେଣି, ଲଗାତାର ହେଡଲାଇନରେ ରହୁଛନ୍ତି । କେବଳ ସେତିକି ନୁହେଁ ପାପରାଜିଙ୍କ ମଧ୍ୟରେ ତୈମୁରଙ୍କ ଫଟୋ ନେବା ପାଇଁ ଏତେ ଭିଡ ଲାଗେ କାରଣ ଗୋଟେ ଗୋଟେ ଫଟୋ ଅନେକ ଦାମରେ ବିକ୍ରି ହୁଏ । ପପୁଲାରିଟି ବିଷୟରେ କହିବାକୁ ଗଲେ ତୈମୁର ନିଜ ବାପା ଏବଂ ମା କରୀନାଙ୍କୁ ଖୁବ ପଛରେ ଛାଡି ସାରିଲେଣି ।

 

View this post on Instagram

 

?❤️❤️❤️ #taimuralikhan #saifalikhan #kareenakapoorkhan off to Pataudi #airportdiaries @viralbhayani

A post shared by Viral Bhayani (@viralbhayani) on

ସୈଫ କରୀନା ଫଟୋଗ୍ରାଫରଙ୍କୁ ତୈମୁରଙ୍କ ଫଟୋ ଉଠାଇବା ପାଇଁ ମନା କରନ୍ତି ନାହିଁ । କିନ୍ତୁ ଏଥର ଏୟାରପୋର୍ଟରେ ଯେତେବେଳେ ଫଟୋଗ୍ରାଫର ତୈମୁରଙ୍କୁ ଦେଖି ଫଟୋ ନେଇଥିଲେ ଏଥିରେ ସୈଫ ରାଗି ଯାଇଥିଲେ । ରାଗି ଯାଇ କହିଥିଲେ ,ବାସ ସେତିକି ଥାଉ, ଏତେ ଫ୍ଲାସ ମାରିବ ତ ପିଲା ଅନ୍ଧ ହୋଇଯିବ । କେବଳ ସେତିକି ନୁହେଁ ଅଟକି ପୋଜ ଦେବାକୁ ମଧ୍ୟ ମନା କରିଦେଇଥିଲେ । ମାତ୍ର ତୈମୁର କ୍ୟାମେରା ଆଡକୁ ଚାହିଁ ରହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More