Only for Entertainment

ତାରାଙ୍କୁ ଲିପଲକ କରୁତିବାର ନଜର ଆସିଲେ ଟାଇଗର, ବିନ୍ଦାସ ନଜର ଆସିଲେ ଅନନ୍ୟା ପାଣ୍ଡେ !

student-of-the-year-2-trailer-realese

44

ବଲିଉଡର ମୋଷ୍ଟ ଆୱେଟେଡ ଫିଲ୍ମ ଷ୍ଟୁଡେଂଟ ଅଫ ଦି ଇୟର୨ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଅନନ୍ୟା ଏବଂ ତାରା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅନନ୍ୟା ଏବଂ ତାରାଙ୍କ ସହ ମୁଖ୍ୟ ଭୂମିକାରେ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ଟ୍ରେଲରରେ ଟାଇଗର ଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଏହାସହ ଟ୍ରେଲରରେ ଟାଇଗର, ଅନନ୍ୟା, ତାରାଙ୍କ ଭିତରେ ଲଭ ଟ୍ରାଏଙ୍ଗଲ ଆଡକୁ ଇଶାରା କରୁଛି ।

ଏହାବ୍ୟତୀତ ଟାଇଗର-ତାରା ଲଭ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଛି । ଗୋଟେ ସିନରେ ଲିପଲକ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More