Only for Entertainment

ରିଲ ଲାଇଫରେ କ୍ୟାଟ୍ରିନାଙ୍କୁ ବିବାହ କରିପାରନ୍ତି ସଲମାନ ।

Deccan Chronicle
34

ବଲିଉଡର ଦବଙ୍ଗ ଖାନଙ୍କ ନାଁ ଅନେକ ହିରୋଇନଙ୍କ ସହ ଯୋଡି ହୋଇଛି, କିନ୍ତୁ ୫୫ବର୍ଷ ବୟସରେ ମଧ୍ୟ ଅବିବାହିତ । ତାଙ୍କ ବିବାହକୁ ସମସ୍ତେ ଚାହିଁରହିଛନ୍ତି । ଚାଲନ୍ତୁ ଅସଲରେ ନ ହେଉ ପଛେ କିନ୍ତୁ ସଲମାନ ବିବାହ କରୁଛନ୍ତି ସେ ପୁଣି କ୍ୟାଟଙ୍କୁ ।

ଅସଲରେ କିଛି ଦିନରେ ମାଲଟାରେ ଭାରତ ଫିଲ୍ମ ସୁଟିଂରେ କ୍ୟାଟରୀନା କୈଫଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ସେ ଧଳା ରଂଗର ଗାଉନ ପିନ୍ଧିଛନ୍ତି ।

ଏହି ଫଟୋକୁ ଦେଖି ଫ୍ୟାନ୍ସମାନେ ଅନୁମାନ କରୁଛନ୍ତି ଯେ ବିବାହ ସିକ୍ୱେନ୍ସର ସୁଟିଂ ପାଇଁ ପ୍ରସ୍ତୁତି ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More