Only for Entertainment

ଟଙ୍କା ମାଗିବା ଲୋକଙ୍କୁ ଭଡ଼କିଲେ ସଲମାନ ଖାନ,କହିଲେ ଏହା କେଉଁ କଥା ଘର ପର୍ଯ୍ୟନ୍ତ ଚାଲି ଆସୁଛନ୍ତି ।

amarujala
0 90

ସୁପରଷ୍ଟାର ସଲମାନ ଖାନ ଏବେ ତାଙ୍କର ଅପକମିଂ ଫିଲ୍ମ ରେସ ଥ୍ରିର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିଛି ସମୟ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ନିକଟରେ ଏକ ପ୍ରମୋଶନାଲ ଇଭେଂଟରେ ଟଙ୍କା ମାଗୁଥିବା ଲୋକଙ୍କ ଉପରେ ସଲମାନ ରାଗି ଯାଇଛନ୍ତି ।

ପୂର୍ବବର୍ଷ ସଲମାନଙ୍କର ଟ୍ୟୁବଲାଇଟ ଫ୍ୟୁଜ ହୋଇ ଯାଇଥିଲା । ଏହାପରେ ଡିଷ୍ଟ୍ରିବ୍ୟୁଟର ତାଙ୍କୁ ଟଙ୍କା ମାଗିବାକୁ ତାଙ୍କ ଘର ପର୍ଯ୍ୟନ୍ତ ଚାଲି ଆସିଥିଲେ । ଏହାପରେ ସଲମାନ ୫୦ ପ୍ରତିଶତ ଟଙ୍କା ଫେରାଇ ଦେଇଥିଲେ । ଏହି ସମୟରେ ସଲମାନ କହିଲେଯେ ଏହା କେଉଁ କଥା ଯେ ୧୫ଟି ଫିଲ୍ମ ହିଟ ହେବା ପରେ ଗୋଟିଏ ଫିଲ୍ମ ଫ୍ଲପ ହୋଇଗଲାତେ ଘର ପର୍ଯ୍ୟନ୍ତ ଟଙ୍କା ମାଗିବାକୁ ଆସିଗଲେ ।

ସଲମାନ କହିଲେ ଏବେ ଯେଉଁ ଲୋକ ଟଙ୍କା ଫେରସ୍ତ ପାଇଁ କହିବେ ମୁଁ ସେମାନଙ୍କ ସହିତ ଫିଲ୍ମ କରିବି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More