Only for Entertainment

ବିଦେଶରେ ନୁହେଁ ବରଂ ନିଜ ଜନ୍ମଭୂମି ନିକଟରେ ଚାଲିଛି ଦବଙ୍ଗ ଥ୍ରି’ର ସୁଟିଂ ।

bollywood tadka
22

ବଲିଉଡ ଆକ୍ଟର ସଲମାନଖାନ ଫିଲ୍ମ ଭାରତ ସହିତ ଦବଙ୍ଗ ଥ୍ରିକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ସୁଟିଂ ତାଙ୍କ ଜନ୍ମସ୍ଥାନ ଇନ୍ଦୋରରୁ ପ୍ରାୟ ୭୮ କିଲୋମିଟର ଦୂର ମହେଶ୍ୱରର ଅହିଲ୍ୟା ଘାଟରେ ହେଉଥିଲା । ଯାହାର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓରେ ସଲମାନ ସାଧୁ ମାନଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓରେ ସଲମାନ ଦବଙ୍ଗ ଥ୍ରି’ର ଏକ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଅନ୍ୟ ପକ୍ଷରେ ସାଧୁ ମାନେ ପାଣିରେ ହାତ ଯୋଡ଼ି ଛିଡ଼ା ହୋଇଥିବାର ନଜର ଆସିଛନ୍ତି ।

କହିରଖ୍ୁଛୁଯେ ଫିଲ୍ମର ସୁଟିଂ ଆରମ୍ଭ ହେବା ମାତ୍ରେ ବିିବାଦକୁ ଆସିଯାଇଛି । କାରଣ ସୁଟିଂ ସେଟର ଶିବଲିଙ୍ଗ ଉପରେ ଏକ ମଂଚ ନିର୍ମାଣ କରିଥିଲେ । ଯାହା ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ମାତ୍ରେ ଖୁବ ଭାଇରାଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More