Only for Entertainment

ନିଜର ଆଗାମୀ ଫିଲ୍ମ ‘କଭି ଇଦ କଭି ଦୀବାଲି’ର ଘୋଷଣା କଲେ ସଲମାନ ।

44

ସଲମାନ ଖାନ ନିଜ ଆଗାମୀ ଫିଲ୍ମର ବିଷୟରେ ସମସ୍ତଙ୍କୁ ଜଣାଇ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିପକାଇଛନ୍ତି । ସଲମାନ ଟ୍ୱିଟ କରି ଜଣାଇଛନ୍ତି ଯେ ଆସନ୍ତା ବର୍ଷ ଇଦ ମଧ୍ୟ ସେ ବୁକ୍ କରି ନେଇଛନ୍ତି ଏବଂ ଏହି ଦିନ ରିଲିଜ ହେବ ତାଙ୍କର ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦୀବାଲି’ ।

ସଲମାନ ଏହା ମଧ୍ୟ କହିଛନ୍ତି ଯେ ଏହି ଫିଲ୍ମ ନିର୍ଦ୍ଦେଶନା ଫରହାଦ ସାମଜୀ କରିବେ ଏବଂ ଏହାର କାହାଣୀ ଲେଖିବେ ସାଜିଦ ନାଡିୟାଡୱାଲ, ଯିଏ ଏହି ଫିଲ୍ମକୁ ପ୍ରଡ୍ୟୁସ କରିବେ । ସଲମାନ ଶେଷ ଥର ‘ଦବଙ୍ଗ୩’ରେ ନଜର ଆସିଥିଲେ ଏବଂ ଚଳିତ ବର୍ଷ ଅର୍ଥାତ ୨୦୨୦ରେ ଇଦରେ ମଧ୍ୟ ତାଙ୍କ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଂଟେଡ ଭାଇ’ନା’ରେ ବୁକ ଅଛି ଏବେ ଆସନ୍ତା ଈଦ ମଧ୍ୟ ବୁକ ହୋଇଯାଇଛି ।

ଯେଉଁଠି ସୋସିଆଲ ମିଡିଆରେ ସଲମାନଙ୍କ ଫ୍ୟାନ୍ସ ଏହା ଶୁଣି ଖୁବ ଉତ୍ସାହିତ ହୋଇଛନ୍ତି, ଏବଂ କିଛି ଜଣ ଫିଲ୍ମର ଟାଇଟଲକୁ ନେଇ ଦ୍ୱନ୍ଦରେ ପଡିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More