Only for Entertainment

ଭଣଜା ଆହିଲଙ୍କ ସହିତ ଚଟାଣରେ ପେଣ୍ଟିଂ କରୁଥିବାର ନଜର ଆସିଲେ ସଲମାନ,ଦେଖନ୍ତୁ ମସ୍ତୀଭରା ଭିଡ଼ିଓ ।

aajtak
0 37

ସଲମାନ କେବଳ ରିଲ ଲାଇଫରେ ମସ୍ତୀ କରନ୍ତି ନାହିଁ ବରଂ ରିଅଲ ଲାଇଫରେ ମଧ୍ୟ ଖୁବ ମସ୍ତୀ କରନ୍ତି । କିନ୍ତୁ ଅଧିକାଂଶ ସମୟରେ ସେ ତାଙ୍କ ଭଣଜା ଆହିଲଙ୍କ ସହିତ ମସ୍ତୀଭରା ଅନ୍ଦାଜରେ ନଜର ଆସନ୍ତି । ତେବେ ସଲମାନଯେ ଭଣଜା ଆହିଲକୁ ଖୁବ ଭଲ ପାଆନ୍ତି ଏକଥା କାହାକୁ ମଧ୍ୟ ଅଛପା ନାହିଁ । ସଲମାନ ତାଙ୍କର ଅଧିକାଂଶ ସମୟ ପରିବାରଙ୍କ ସହିତ ବିତାଇଥାନ୍ତି । ନିକଟରେ ପୁଣିଥରେ ସେ ଭଣଜା ଆହିଲଙ୍କ ସହିତ ପେଣ୍ଟିଂ କରୁଥିବା ସମୟରେ ସେ ଖୁବ ମସ୍ତୀ କରିଛନ୍ତ. ଯେଉଁ ଭିଡ଼ିଓକୁ ସଲମାନଙ୍କ ଭଉଣୀ ଅର୍ପିତା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 


ମାମୁଁ ଭଣଜା ଯେଉଁ ଅନ୍ଦାଜରେ ପେଣ୍ଟିଂ କରୁଛନ୍ତି କେହି ମଧ୍ୟ ତାହା ଦେଖି ନ ହସି ରହିପାରିବେ ନାହିଁ । ଅର୍ପିତା ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତିଯେ ,ମାମୁଁଙ୍କ ସହିତ ଆହିଲର କାନଭାସ ଉପରେ ପ୍ରଥମ ପେଣ୍ଟିଂ । ଏହି ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ଏବଂ ଏହା ଭାଇରାଲ ମଧ୍ୟ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More