Only for Entertainment

ସଲମାନ ଖାନଙ୍କ ଏହି ଫ୍ୟାନ୍ ପାଦରେ ବନାଇଲେ ଭାଇଜାନଙ୍କ ପେଣ୍ଟିଂ, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ndtv
32

ବଲିଉଡ ଭାଇଜାନ ଅର୍ଥାତ ସଲମାନ ଖାନ ଏପରି ଟ୍ୟାଲେଣ୍ଟ କୁ ସାମ୍ନାକୁ ଆଣିଥାନ୍ତି ଯାହା ବାକି ଦୁନିଆର ନଜର ଠାରୁ ଦୂରରେ ରହିଥାନ୍ତି । ନିକଟରେ ସଲମାନ କାନ ଏପରି ଜଣେ ଟ୍ୟାଲେଣ୍ଟକୁ ସାମ୍ନାକୁ ଆଣିଛନ୍ତି । ସଲମାନ କାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଜଣେ ଦିବ୍ୟାଙ୍ଗ ଯୁବତୀ ନିଜ ପାଦରେ ସଲମାନ ଖାନଙ୍କ ସୁନ୍ଦର ପେଣ୍ଟିଂ ବନାଇଛନ୍ତି ।

ଏହି ଭିଡିଓକୁ ପୋଷ୍ଟ କରି ସଲମାନ ଖାନ ନା କେବଳ ଯୁବତୀଙ୍କ ଟ୍ୟଲେଣ୍ଟକୁ ସାମ୍ନାକୁ ଆଣିଛନ୍ତି ତାହା ନୁହେଁ ବରଂ ଯୁବତୀଙ୍କ ପ୍ରତିଭାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଭିଡିଓ ସହିତ ସଲମାନ କ୍ୟାପସନରେ ଲେଖିଥିଲେ, ‘ଭଗବାନ ମଙ୍ଗଳ କରନ୍ତୁ । ତୁମ ଭଲପାଇବାକୁ ତ ସୁଝି ପାରିବା ନାହିଁ କିନ୍ତୁ ପ୍ରାର୍ଥନ କରିପାରିବା ।’

 

View this post on Instagram

 

God bless… can’t reciprocate the love but prayers and much love !!!

A post shared by Salman Khan (@beingsalmankhan) on

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ‘ଭାରତ’ ପରେ ସଲମାନ ଏବେ ‘ଦବଙ୍ଗ ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସଲମାନଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ପ୍ରଭୂଦେବା ଦେଉଥିବା ବେଳେ ଫିଲ୍ମ ଚଳିତ ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More