Only for Entertainment

ସମସ୍ତଙ୍କ ସାମ୍ନାରେ ରଣବୀର ସିଂଙ୍କ ମଜାକ ଉଡ଼ାଇଲ ସଲମାନ ଖାନ,ଦେଖନ୍ତୁ ଭିଡ଼ିଓ ।

aajtak
0 44

ରଣବୀର ତାଙ୍କ କୁଲ ଅନ୍ଦାଜ ଏବଂ ଭିନ୍ନ ପ୍ରକାରର ଡ୍ରେସିଂ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଫ୍ୟାଶନ କ୍ଷେତ୍ରରେ ସେ ଏକ୍ସପେରିମେଂଟ କରିବାକୁ ପଛାନ୍ତି ନାହିଁ । ଆକ୍ଟରଙ୍କ ଫ୍ୟାଶନ ସେନ୍ସକୁ ନେଇ ଦୀପିକା ପାଦୁକୋନ ମଧ୍ୟ କମେଂଟ କରନ୍ତି । ଏବେ ବିଗବସର ,କ ଇଭେଂଟରେ ସଲମାନ ରଣବୀରଙ୍କ ମଜାକ ଉଡ଼ାଉଥିବାର ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଓଳମାନ ଖାନ ରଣବୀର ସିଂଙ୍କ ଡ୍ରେସିଂ ଷ୍ଟାିଲକୁ ନେଇ କମେଂଟ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More