Only for Entertainment

ସଂଜୁ ଫିଲ୍ମର ଦ୍ୱିତୀୟ ପୋଷ୍ଟର ହୋଇଛି ରିଲିଜ ।

YOUTUBE
0 46

ସଂଜୁ ଫିଲ୍ମର ଟିଜର ରିଲିଜ ହେବା ପରେ ଏହା ବେଶ ଭାୟରାଲ ହୋଇଥିଲା ଏବଂ ରଣବୀର କପୁରଙ୍କ ଅନ୍ଦାଜକୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏବେ ଫିଲ୍ମର ନିର୍ଦ୍ଦେଶକ ରାଜ କୁମାର ହିରାନୀ ପୋଷ୍ଟର ୨ୟ ରିଲିଜ କରିଛନ୍ତି । ଫିଲ୍ମର ପ୍ରଥମ ପୋଷ୍ଟରରେ ସଂଜୟ ଦତ୍ତଙ୍କ ବିଭିନ୍ନ ଅବତାର ଦେଖିବାକୁ ମିଳିଥିଲା । ମାତ୍ର ଏଥର ରଣବୀରଙ୍କ ପୋଷ୍ଟର କିଛି ଭିନ୍ନ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More