Only for Entertainment

ସପନା ଚୌଧୁରୀ ବନାଇଲେ ନୂଆ ଟାଟୁ, ଶେୟାର କଲେ ପୋଷ୍ଟ !

96

ନିଜ ଡ୍ୟାନ୍ସରେ ଦିୱାନା ବନାଉଥିବା ସପନା ଚୌଧୁରୀ ନିକଟରେ ଏକ ନୂଆ ଟାଟୁ ବନାଇଛନ୍ତି । ସପନା ନିଜେ ଏହାର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଟାଟୁରେ ଲେଖା ହୋଇଛି ଯେ ଦେଶୀ କ୍ୱିନ । ଏହି ଫଟୋ ଶେୟାର କରି ସେ କ୍ୟାପସନ ଦେଇଛନ୍ତି , ଆପଣ ପଢିଲେ କି ?

 

View this post on Instagram

 

Did you read that? ???

A post shared by Sapna Choudhary (@itssapnachoudhary) on

ଏଠାରେ ଆମେ କହି ରଖୁଛୁ ଯେ ସପନା ଆଗରୁ ମଧ୍ୟ ମା’ଙ୍କ ନାଁରେ ଟାଟୁ ବନାଇଥିଲେ ।

 

View this post on Instagram

 

Love yourself. ♥️

A post shared by Sapna Choudhary (@itssapnachoudhary) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More