Only for Entertainment

ରିଲିଜ ହେଲା ‘କେଦାରନାଥ’ର ଆଉ ଏକ ନୂଆ ଗୀତ, ଦେଖିବାକୁ ମିଳିଲା ସାରା –ସୁଶାନ୍ତଙ୍କ ଜବରଦସ୍ତ ଡ୍ୟାନ୍ସ ।

zee news
26

ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ ଫିଲ୍ମ କେଦାରନାଥ ଜଡରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଲୋକେ ଏହାକୁ ଖୁବ ପସନ୍ଦ କରିଛନ୍ତି । ଫିଲ୍ମର ପ୍ରଥମ ଗୀତ ରିଲିଜ ହେବା ପରେ ଏବେ ଫିଲ୍ମର ଆଉ ଏକ ଗୀତ ‘ସ୍ୱିଟହାର୍ଟ’ ରିଲିଜ ହୋଇସାରିଛି । ବିବାହର ମହୋଲରେ ଏହି ଗୀତକୁ ସୁଟିଂ ନ କରାଯାଇରଛି । ଗୀତରେ ସାରା ଅବଂ ସୁଶାନ୍ତ ମସ୍ତି ଭରା ଓ ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ଏହି ଗୀତରେ ଭଏସ ଦେଇଛନ୍ତି ଦେବ ନେଗୀ । ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମିତ ତ୍ରୀବେଦୀ ଏବଂ ଏହାର ଲିରିକ୍ସ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ଦେଖନ୍ତୁ ଗୀତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More