Only for Entertainment

ବ୍ରେକଅପ ପରେ କାର୍ତ୍ତିକଙ୍କୁ ନଚାଇଲେ ସାରା, ଭାଇରାଲ ହେଲା ଭିଡିଓ !

48

ସାରା ଏବଂ କାର୍ତ୍ତିକଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ । ଦୁହିଁଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିଛି ଦିନ ପୂର୍ବରୁ ଦୁହିଁଙ୍କ ବ୍ରେକଅପ ଖବର ସାମ୍ନାକୁ ଆସିଥିଲା, ଯାହାଦ୍ୱାରା ଶୁଣିବାକୁ ମିଳିଥିଲା ଯେ ଏବେ ଦୁହେଁ ଏକାଠି ନଜର ଆସିବେ ନାହିଁ । କିନ୍ତୁ ନିକଟରେ ଷ୍ଟାର ସ୍କ୍ରିନ ଆୱାର୍ଡରେ କିଛି ଭିନ୍ନ ମାହୋଲ ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ସାରା ଅଲୀ ଖାନ ଏବଂ କାର୍ତ୍ତିକଙ୍କ ସହ ଅଭିନେତା ସାହିଦ କପୂର ମଧ୍ୟ ଉପସ୍ଥିତ ଥିଲେ ।

ଏହି ଭିଡିଓ ସାରା ଅଲୀ ଖାନ ଏବଂ କାର୍ତ୍ତିକ ଆର୍ୟନଙ୍କ ଫ୍ୟାନ ପେଜରେ ଶେୟାର କରାଯାଇଛି । ଭିଡିଓରେ ସାରା କାର୍ତ୍ତିକ ଆର୍ୟନଙ୍କୁ ଡାନ୍ସ ଷ୍ଟେପ ଶିଖାଉଥିବାର ନଜର ଆସିଛନ୍ତି । ସାରାଙ୍କ ସହ କାର୍ତ୍ତିକଙ୍କୁ ଦେଖି ଫ୍ୟାନ୍ସ ମାନେ ଖୁବ ଖୁସି ହୋଇଛନ୍ତି ଏବଂ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More