Only for Entertainment

ସିମ୍ବା ସୁଟିଂ ଶେଷ ହେଲା ପରେ , ସାରା ଶେୟାର କଲେ ଭାବୁକ ଭରା ପୋଷ୍ଟ !

indiatoday
36

ସୈଫ ଅଲ୍ଲି ଖାନ ଏବଂ ଅମୃତା ସିଂଙ୍କ ଝିଅ ଚଳିତ ବର୍ଷ ଫିଲ୍ମ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି , ଏବଂ ଖାସ କଥା ହେଉଛି ତାଙ୍କର ଦୁଇଟି ଫିଲ୍ମ ‘କେଦାରନାଥ‘ ଏବଂ ‘ସିମ୍ବା’ ରିଲିଜ ହେବାକୁ ଯାଉଛି । ଯଦି ଫିଲ୍ମ ବିଷୟରେ କୁହାଯାଏ ତେବେ କେଦାରନାଥ ସାରାଙ୍କ ଡେବ୍ୟୁ ଫିଲ୍ମ ଅଟେ, ଯେଉଁଥିରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହ ନଜର ଆସିବେ । ସେହିଭଳି ଅନ୍ୟ ଫିଲ୍ମ ସିମ୍ବା’କୁ ରୋହିତ ସେଟ୍ଟୀ ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମେରେ ରଣବୀର ସିଂ ଙ୍କ ବିପକ୍ଷରେ ନଜର ଆସିବେ । ଏହି ଦୁଇ ଫିଲ୍ମର କାହାଣୀ ଭିନ୍ନ ସ୍ୱାଦର ରହିଛି , ମାତ୍ର ଏହି ଫିଲ୍ମ ରିଲିଜ ହେବ ଆସନ୍ତା ମାସରେ । ଏଠାରେ ଆମେ କହି ରଖୁଛୁ ଯେ , ଏହି ଫିଲ୍ମର ସୁଟିଂ ହେଥିଲା ଗୋଆରେ, ଏବଂ କ୍ରୁ ମେମ୍ବର ଓ ସମସ୍ତ କଳାକାର ଆଜି ମୁମ୍ବାଇ ଫେରୁଛନ୍ତି ।

ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ସାରା ‘ସିମ୍ବା’ର ସୁଟିଂ ଶେଷ କରିବା ଭାବୁକ ହୋଇ ସୋସିଆଲ ମିଡିଆରେ ଏକ ଲମ୍ବା ଚଉଡା ପୋଷ୍ଟ ଶେୟାର କରିଛନ୍ତି ଏବଂ ରୋହିତ ସେଟ୍ଟୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ରଣବୀରଙ୍କର ଖୁବ ପ୍ରଶଂସା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More