Only for Entertainment

କେବେବି ଦେଖିନଥିବେ ଗୌରୀ ଖାନଙ୍କ ଏଭଳି ଡ୍ୟାନ୍ସ !

32

ଈଶା ଅମ୍ବାନୀ ଏବଂ ଆନନ୍ଦ ପିରାମଲଙ୍କ ପ୍ରିୱେଡିଂ ସେଲିବ୍ରେଶନ ଖବର, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସେଲିବ୍ରେସନ ଭିତରେ ବଡ ଇଂଟ୍ରେଷ୍ଟିଂ ଭିଡିଓ ଦେଖିବାକୁ ମିଳିଛି । ଯେଉଁଥିରେ କିଙ୍ଗ ଖାନ ଏବଂ ତାଙ୍କର ସ୍ତ୍ରୀଙ୍କୁ ନାଚୁଥିବାର ଦେଖିବାକୁ ମିଳିଛି ।


ସବୁଠାରୁ ମଜାଦାର କଥା ହେଉଛି ଏବେ ପର୍ଯ୍ୟନ୍ତ ଗୌରୀଙ୍କୁ କେହି ଡ୍ୟାନ୍ସ କରିବାର ଦେଖି ନଥିଲେ । ମାତ୍ର ପ୍ରଥମଥର ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହି ଛୋଟ କ୍ଲିପରେ ଗୌରୀ କୌଣସି ହିରୋଇନ ଠାରୁ କମ ନଜର ଆସିନଥିଲେ । ଶାହରୁଖ ଆଗରୁ ଅନେକ ଥର କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଲାଜକୁଳା ସ୍ୱଭାବର ଅଟନ୍ତି, ତେବେ ଗୌରୀ ଏପରି ବି ଲାଇମଲାଇଟରୁ ଦୂରେଇ ରୁହନ୍ତି । ଅମ୍ବାନୀଙ୍କ ଫଙ୍କସନରେ ପ୍ରଥମ ଥର ଗୌରୀଙ୍କ ରୂପ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More