Only for Entertainment

ମେଡାଲ ଜିତିଲେ ସୈଫ-କରିନାଙ୍କ ଲାଡଲା ତୈିମୁର ଅଲ୍ଲି ଖାନ୍ ।

timesnow
35

ମେଡାଲ ଜିତିଲେ ସୈଫ-କରିନାଙ୍କ ଲାଡଲା ତୈିମୁର ଅଲ୍ଲି ଖାନ୍ । ସ୍ପୋର୍ଡସ ଡେ ରେ ସ୍କୁଲରେ ଦୌଡ ପ୍ରତିଯୋଗିତାରେ ଭାଗ ନେଇ ଗୋଲ୍ଡ ମେଡାଲ ଆଣିଛନ୍ତି ଛୋଟେ ନବାବ ।

ସ୍ପୋର୍ଡସ ଡେରେ ଦୌଡ ପ୍ରତିଯୋଗିତା ରେ ଭାଗ ନେବା ସମୟର ଫଟୋ ଗୁଡିକ ଭାଇର।।ଲହେବାରେଲାଗିଛି । ଏଥିରେ ତୈମୁରଙ୍କ ସହ ଦୌଡ କରନା କପୁରଙ୍କୁ ବି ଦେଖିବାକୁ ମିଳିଛି ।

 

ଭାଇରାଲ ଫଟୋ ଗୁଡିକରେ ତୈିମୁର କେତେ ବେଳେକାନ୍ଦୁଥ୍ିବା ଦେଖିବାକୁ ମିଳିଛି ତ ଆଉ କେତେବେଳେ କରିନା ତାଙ୍କ ଲାଡଲା ଙ୍କ ସହ ଦୌଡୁଥିବା ଦେଖିବାକୁ ମିଳିଛି ।

 

ତୈମୁରଙ୍କ କ୍ୟୁଟନେସ ତାଙ୍କର ପପୁଲାରିଟିର କାରଣ ସାଜିଛି । ଆଉ ଏବେ ଏହି ସବୁ ଫଟୋକୁ ନେଇ ପୁଣି ସେଂଟର ଅଫ ଆଟ୍ରାକ୍ସନ୍ ସାଜିଛନ୍ତି ତୈମୁର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More