Only for Entertainment

ମେକଅପ ଆର୍ଟିଷ୍ଟଙ୍କ ବିବାହରେ ପହଁଚିଲେ କିଙ୍ଗ ଖାନ, ଶାହରୁଖଙ୍କୁ ଦେଖି ଏପରି ଥିଲା ଅତିଥିଙ୍କ ରିଆକ୍ସନ

Hindustan Times
47

ବଲିଉଡ଼ ଅଭିନେତା ଶାହାରୁଖ ଖାନଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି । ଭିଡ଼ିଓରେ ଶାହାରୁଖ ତାଙ୍କର ମେକ୍ ଅପ୍ ଆର୍ଟିଷ୍ଟଙ୍କ ବିବାହ ଉତ୍ସବରେ ଯୋଗଦେଇଥିବାର ଦେଖିବାକୁ ମିଳିଛି । ବିବାହ ଉତ୍ସବରେ ଶାହାରୁଖ ଯୋଗଦେଇ ବରକନ୍ୟାଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏହି ଅବସରରେ ଶହାରୁଖ ଏକ ବ୍ଳାକ୍ କଲର ସୁଟ୍ରେ ନଜର ଆସିଥିଲେ । ଶାହାରୁଖ ସେଠାରେ ପହଂଚିବା ପରେ ସେଠାରେ ଉପସ୍ଥିତ ଥିବା ଅତିଥିମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ସେଠାରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ମଧ୍ୟ ଶାହାରୁଖ ଅଭିବାଦନ ଜଣାଥିଲେ । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି ।
ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More