Only for Entertainment

ୱେବସିରିଜ ମହାଭାରତରେ ନଜର ଆସିବେ ଅମୀର ଖାନ ।

Deccan Chronicle
22

ଖୁବଶୀଘ୍ର ଅମୀର ୱେବସିରିଜ ନିର୍ମାଣ କରିବେ । ଅମୀର ଏବେ ମହାଭାରତ ଟାଇଟଲର ଏକ ୱେବ ସିରିଜ ନିର୍ମାଣ କରିବା ପାଇଁ ଇଛା କରିଛନ୍ତି । ନିକଟରେ ଏକ ଇଂଟରଭ୍ୟୁରେ ଶାହାରୁଖ ଏହାର ସୂଚନା ଦେଇଛନ୍ତି ।

ଡିଏନଏକୁ ଦେଉଥିବା ଏକ ଇଂଟରଭ୍ୟୁରେ ଶାହାରୁଖ କହିଛନ୍ତିଯେ ଅମୀର ଖାନ ମହାଭାରତ ଟାଇଟଲରେ ଭଗବାନ କୃଷ୍ଣଙ୍କ ଚରିତ୍ରରେ ନଜର ଆସିବେ । ପୂର୍ବରୁ ଏହା ଅନୁମାନ କରାଯାଉଥିଲା,କିନ୍ତୁ ଏବେ ଶାହାରୁଖ ଏହା କନଫର୍ମ କରିଦେଲେ । କିନ୍ତୁ ଅମୀରଙ୍କ ଟିମ ତରଫରୁ ଏହି ସଂପର୍କରେ କିଛି ସୂଚନା ମିଳିନାହିଁ ।

 

View this post on Instagram

 

Happy Birthday Shah! Health and happiness always! Love. a. @iamsrk

A post shared by Aamir Khan (@_aamirkhan) on

ଅମୀର ୧୦୦୦ କୋଟି ବଜେଟରେ ଫିଲ୍ମ ବ୍ୟତୀତ ୭ଟି ୱେବସିରିଜ ନିର୍ମାଣ କରିବେ । ସ୍କ୍ରିନ ରାଇଟର ଅଂଜୁମ ରାଜାୱାଲିଙ୍କ କହିବା ଅନୁସାରେ ଅମୀର ଫିଲ୍ମ ସାରେ ଜହାଁ ସେ ଅଛା କରିବା ପାଇଁ ମନା କରି ଦେଇଛନ୍ତି । ସେ ଏବେ ତାଙ୍କ ଡ୍ରିମ ପ୍ରୋଜେକ୍ଟ ମହାଭାରତର କାମ ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More