Only for Entertainment

ରିଲିଜ୍ ହେଲା ସିଦ୍ଧାର୍ତ ମ୍ୟୁଜିକର ମନଛୁଆଁ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ମାହିରେ ମାହି’ !

39

ରିଲିଜ୍ ହେଲା ସିଦ୍ଧାର୍ତ ମ୍ୟୁଜିକର ମନଛୁଆଁ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ମାହିରେ ମାହି’ । ଗୀତରେ ଶୁଣିବାକୁ ମିଳିଛି ବିଶ୍ୱଜିତ୍ ମହାପାତ୍ରଙ୍କ ଜବରଦସ୍ତ ଗାୟିକୀ । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ବିନାୟକ ଗୌଡ । ଗୀତର ଲିରିକ୍ସ ଦେଇଛନ୍ତି ବାପୁ ଗୌସ୍ୱାମୀ । ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ପ୍ରଦୀପ ଓ ଡିମ୍ପଲ୍ । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ବାହୁଦେବ ଦଳାଇ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ରିଲିଜ୍ ହେଲା ସିଦ୍ଧାର୍ତ ମ୍ୟୁଜିକ୍ର ମନଛୁଆଁ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ମାହିରେ ମାହି’ । ଗୀତରେ ଶୁଣିବାକୁ ମିଳିଛି ବିଶ୍ୱଜୀତ୍ ମହାପାତ୍ରଙ୍କ ଜବରଦସ୍ତ ଗାୟିକୀ । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ବିନାୟକ ଗୌଡ । ଗୀତର ଲିରିକ୍ସ ଦେଇଛନ୍ତି ବାପୁ ଗୌସ୍ୱାମୀ । ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ପ୍ରଦୀପ ଓ ଡିମ୍ପଲ୍ । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ବାହୁଦେବ ଦଳାଇ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More