Only for Entertainment

ଭାରତର ଏହି ପ୍ରସିଦ୍ଧ କଲେଜ କ୍ଲାସରୁମକୁ ହଠାତ ପଶି ଆସିଲା ଗାଈ, ପ୍ରୋଫେସର ଏବଂ ଲେକ୍ଚର…………………..

punjabkesari
27

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଦେଶର ପ୍ରତିଷ୍ଠିତ ଇଂଜିନିୟରି ସଂସ୍ଥାର ଏକ ଆଇଆଇଟି କଲେଜ ବମ୍ବେ କ୍ଲାସରୁମରେ ହଠାତ ଗାଈ ପଶିଗଲା । ତେବେ ପ୍ରୋଫେସର ଏବଂ ଲେକଚର ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ଭିଡ଼ିଓରେ ଆପଣ ଦେଖି ପାରୁଥିବେ ଗାଈ କ୍ଲାସରୁମ ମଧ୍ୟରେ ଖୁବ ଆରାମରେ ବୁଲୁଛି । ଏଠାରେ ଉପସ୍ଥିତ ଛାତ୍ର ଏଣେ ତେଣେ ବୁଲିବାକୁ ଲାଗିଲେ । କେବଳ ଏତିକି ନୁହେଁ ଗାଈ ସିଢୀ ମଧ୍ୟ ଚଢୁଛି । ତେବେ ଏହି ଘଟଣାର ଭିଡ଼ିଓ କିଛି ଛାତ୍ର ମାନେ ସୁଟିଂ କରିଛନ୍ତି । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅବଶ୍ୟ କିଛି ସମୟ ପରେ କୌଣସି ଉପାୟରେ ଗାଈକୁ କ୍ଲାସରୁମ ମଧ୍ୟରୁ ବାହାରକୁ ବାହାର କରିଦିଆ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More