Only for Entertainment

ସୋନମ କପୁରଙ୍କ bizzare fashion ,ଓଭର ସାଇଜ ଜ୍ୟାକେଟରେ ନଜର ।

aajtak
0 40

ସୋନମ କପୁର କେବଳ ବଲିଉଡ ନୁହେଁ ବରଂ ଫ୍ୟାଶନ ଇଣ୍ଡଷ୍ଟ୍ରିର ମଧ୍ୟ ଏକ ଜଣାଶୁଣା ନାମ । ନିକଟରେ ସୋନମ କପୁରଙ୍କ ଏକ ଅଜବ ଷ୍ଟାଇଲର ଫ୍ୟାଶନ ଏୟାର ପୋର୍ଟରେ ନଜର ଆସିଛି ।


ଯଦିଓ ଆଜିକାଲି ଫ୍ୟାଶନ ଚାଲିଛି କିନ୍ତୁ ଡେନିମ ଜ୍ୟାକେଟରେ ସୋନମଙ୍କୁ ଦେଖି ତାଙ୍କୁ ବୁଝିବାକୁ ସମସ୍ୟା ହେଉଛି । ଜ୍ୟାକେଟକୁ ଦେଖିଲେ ଅନୁଭବ ହେଉଛି ଯେ ଏହାକୁ ଯୋଡ଼ିକରି ପ୍ରସ୍ୁତ କରିଛନ୍ତି । ଗତ କିଛଇ ଦିନ ହେବ ସୋନମ ତାଙ୍କ ପତି ଆହୁଜାଙ୍କ ସହିତ ଏକ ଜେô୍ଲରୀ ଇଭେଂଟରେ ସ୍ପଟ ହୋଇଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More