Only for Entertainment

ନୁସରତ ଭରୁଚାଙ୍କ ହାତରେ ଲାଗିଲା ବଡ ସଫଳତା, ଭଇଜାନଙ୍କ କ୍ୟାମ୍ପରେ ମିଳିଲା ଏଣ୍ଟ୍ରି

Koimoi
30

ବଲିଉଡ ଅଭିନେତା ସଲମାନ ଖାନ ନିଜ ବ୍ୟାନରରେ ଅନେକ ନୂଆ ଚେହେରାଙ୍କୁ ବଲିଉଡରେ ଲଂଚ କରିଛନ୍ତି । ଯେଉଁଥିରେ ଆୟୁଷ ଶର୍ମା, ୱାରିନା ହୁସେନ, ଅଥିୟା ଶେଟ୍ଟୀ, ଜହିର ଅକବାଲ, ସୋନାକ୍ଷୀ ଏବଂ ପ୍ରନୂତନଙ୍କ ପରି ଅନେକ କଳାକାରଙ୍କ ନାମ ସାମିଲ ରହିଛି । ଇତି ମଧ୍ୟରେ ସେ ସଲମାନ ନବିଜ ବ୍ୟାନରରେ ଏପରି ଜଣେ ଅଭିନେତ୍ରୀଙ୍କୁ ମଉକା ଦେବାକୁ ଯାଉଛନ୍ତି ଯେ, ପ୍ରଥମରୁ ହିଁ ସୁପରହିଟ ଫିଲ୍ମ ପାଇଁ ଜଣା ଶୁଣା ।

ତାଜା ରିପୋର୍ଟ ଅନୁସାରେ, ସଲମାନ ଖାନ ନିଜ ବ୍ୟାନର ତଳେ ଏକ ଫିଲ୍ମ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି ଏବଂ ଏହି ଫିଲ୍ମ ୱେଡିଂ ଡ୍ରାମା ଉପରେ ଆଧାରିତ । ଫିଲ୍ମରା କାହାଣୀ ଏକ ଛୋଟ ସହର ଉପରେ ଆଧାରିତ ଯେଉଁଥିଲେ ସୋନୁ କି ଟିଟୁ କି ସ୍ୱିଟି ଫେମ ଅଭିନେତ୍ରୀ ନୁସରତ ଭରୁଚାଙ୍କୁ ଦେଖିବାକୁ ମିଳିବ ।

Nushrat-Bharucha

ଖବର ଅନୁସାରେ ଫିଲ୍ମର କାଷ୍ଟିଂ ଏବେ ଆରମ୍ଭ ଚାଲିଛି ଏବଂ ଖୁବ ଶୀଘ୍ର ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହେବ । ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ନୁସରତ ଭରୁଚା ଏବଂ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମଗର୍ଲ’ର ନିର୍ଦ୍ଦେଶକ ରାଜ ସାଣ୍ଡିଲ୍ୟ ସଲମାନ ଖାନଙ୍କ ବ୍ୟନରରେ ନିର୍ମିତ ଏହି ନୂଆ ଫିଲ୍ମ ପାଇଁ ଡାଇଲଗ ଲେଖିବେ । ଫିଲ୍ମର କାହାଣୀ ଏକ ଲଭଷ୍ଟୋରୀ ଉପରେ ଆଧାରିତ ହେବ । ଫିଲ୍ମର ସୁଟିଂ ଖୁବ ଶୀଘ୍ର ଦିଲ୍ଲୀରେ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More