Only for Entertainment

ସମୟ ସହିତ ବଦଳିଛି ଏହି ଷ୍ଟାର କିଡ଼ସଙ୍କ ଚେହେରା ।

bollywood tadka
0 20

ବଲିଉଡରେ ଜଣକ ପରେ ଜଣେ ଗୁଡଲୁକିଂ ଷ୍ଟାର ନଜର ଆସୁଛି । କେବଳ ଷ୍ଟାର ନୁହଁନ୍ତି ବରଂ ଷ୍ଟାର କିଡ଼ସ ମଧ୍ୟ । ସେମାନେ ମଧ୍ୟ ଖୁବ ପପୁଲାର । ଲୋକ ସେମାନଙ୍କ ମଧ୍ୟ ସୋସିଆଲ ମିଡିଆରେ ଅଧିକ ଫଲୋ କରୁଛନ୍ତି । ଲୋକ ଏମାନଙ୍କର ଏକ ଝଲକ ପାଇବା ପାଇଁ ଅଧର୍ଯ୍ୟ ହୋଇ ଯାଉଛନ୍ତି । ବଲିଉଡରେ ଷ୍ଟାର କିଡ଼ ମାନେ ସ୍ୱାଗ ଅନ୍ଦାଜରେ ଖୁବ ଆଗ ଧାଡ଼ିରେ ଅଛନ୍ତି । ଏଭଳି କିଛି କିଡ଼ ଅଛନ୍ତି ଯେଉଁମାନେ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅନ୍ୟ କେତେକ ବଲିଉଡରେ ପ୍ରବେଶ ମଧ୍ୟ କରି ସାରିଛନ୍ତି । କିନ୍ତୁ ଏହି କିଡ଼ମାନେ ଏବେ ଯେତିକି ଷ୍ଟାଇଲିସ ଦେଖା ଯାଉଛନ୍ତି ପୂର୍ବରୁ ଏଭଳି ନଥିଲେ । ଦେଖନ୍ତୁ ସେହିଭଳି କିଛି ଷ୍ଟାରକିଡ଼ଙ୍କ ଫଟୋ ।

ଶାହାରୁଖଙ୍କ ଝିଅ ସୁହାନା ଏବେ ୧୮ ବର୍ଷର ହୋଇ ଯାଇଛନ୍ତି । ଦେଖନ୍ତୁ ତାଙ୍କ ପୁର୍ବ ଏବଂ ପରବର୍ତ୍ତୀ ସମୟର ଫଟୋ ।

suhana khan

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଶ୍ରୀଦେବୀଙ୍କ ଭଳି ଖୁବ ସୁନ୍ଦର ଦେଖା ଯାଉଛନ୍ତି । ତାଙ୍କୁ ଏବେ ୨୧ ବର୍ଷ । ଫିଲ୍ମ ଧଡ଼କରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ପୂର୍ବରୁ ଖୁବ ମୋଟି ଥିଲେ କିନ୍ତୁ ଏବେ ଖୁବ ପରିବର୍ତ୍ତନ ହୋଇଛି ।

ଶାହାରୁଖଙ୍କ ବଡ଼ ପୁଅ ଆର୍ୟନ ଖାନ ଏବେ ୨୦ ବର୍ଷର । ଦେଖନ୍ତୁ ତାଙ୍କର ଉଭୟ ସମୟର ଫଟୋ ।

ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଏବେ ୧୭ ବର୍ଷର । ଦେଖନ୍ତୁ ପୂର୍ବାପେକ୍ଷା କେତେ ପରିବର୍ତ୍ତନ ଆସିଛି ।

ସଂଜୟ କପୁରଙ୍କ ଝିଅ ଶନାୟା କପୁରଙ୍କୁ ୧୮ ବର୍ଷ । ଦେଖନ୍ତୁ ଉଭୟ ସମୟର ଫଟୋ ।

ପୂଜା ବେଦୀଙ୍କ ଝିଅ ଆଲିୟା  ୨୦ ବର୍ଷର । ଇଂଷ୍ଟାରେ ତାଙ୍କର ୧ ଲକ୍ଷ ୧୭ ହଜାର ଫଲୋର୍ସ ଅଛନ୍ତି ।

 

ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦାଙ୍କୁ ୨୧ ବର୍ଷ । ତାଙ୍କର ସମସ୍ତ ଫଟୋ ଖୁବ ଭାଇରାଲ ହୋଇଥାଏ ।

 


ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଏବେ ୨୪ ବର୍ଷର । ଫିଲ୍ମ କେଦାରନାଥରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାରା ।

ଜ୍ୟାକି ସ୍ରଫଙ୍କ ଝିଅ କ୍ରିଷ୍ଣା ସ୍ରଫ ୨୫ ବର୍ଷର ହୋଇ ସାରିଛନ୍ତି । ଇଂଷ୍ଟାଗ୍ରାମରେ ତାଙ୍କର ୧୭୮କେ ଫଲୋର୍ସ ଅଛନ୍ତି ।

ସୈଫଙ୍କ ପୁଅ ଇବ୍ରାହିମ ଅଲି ଖାନ ଏବେ ୧୭ ବର୍ଷର । ଇଂଷ୍ଟାରେ ତାଙ୍କର ୫୭.୧କେ ଫଲୋର୍ସ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More