Only for Entertainment

ସପନା ଚୌଧୁରୀଙ୍କ ନୂଆ ଗୀତ ‘ରଂଗ ବ୍ରାଉନ ନି’ ରିଲିଜ , ଲଗାତାର ଭିଡିଓ ଦେଖୁଛନ୍ତି ଫ୍ୟାନ୍ସ !

43

ହରିୟାଣା କ୍ୱିନ ସପନା ଚୌଧୁରୀ ଏବଂ ପଂଜାବୀ ସିଙ୍ଗର କ୍ୟାପଟେନ ଲାଡିଙ୍କ ନୂଆ ଗୀତ ରଂଗ ବ୍ରାଉନ ନି ଏବେ ରିଲିଜ ହୋଇଛି । ଏହି ଗୀତରେ ସପନାଙ୍କ ଜବରଦସ୍ତ ଡାନ୍ସ ସହ ଗ୍ଲାମରସ ଅବତାର ଦେଖିବାକୁ ମିଳିଛି । ଏହି ଗୀତ ସୋସିଆଲ ମିଡିଆରେ ଧମାଲ ମଚାଇବାରେ ଲାଗିଛି ଏବଂ ଫ୍ୟାନ୍ସମାନେ ଏହି ଗୀତକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ସପନା ଚୌଧୁରୀ ନିଜ ନୂଆ ଗୀତ ରିଲିଜ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ କରିଛନ୍ତି । ରଂଗ ବ୍ରାଉନ ଗୀତରେ ସପନା ଚୌଧୁରୀ ବ୍ଲାକ ଏବଂ ଗୋଲ୍ଡେନ ଡ୍ରେସରେ ଖୁବ ସୁନ୍ଦର ଲାଗୁଛନ୍ତି । ଦେଖନ୍ତୁ ଭିଡିଓ –

ତେବେ ଏଠାରେ ଆମେ କହି ରଖୁଛୁ ଯେ ସପନା ବିଜେପି ପାର୍ଟିରେ ସାମିଲ ହୋଇଛନ୍ତି । ରବିବାର ଏକ କାର୍ଯ୍ୟକ୍ରମରେ ସପନା ଚୌଧୁରୀ ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ମୂହୁର୍ତ୍ତରେ ଶିବରାଜ ସିଂ ଚୌହାନ, ମନୋଜ ତିୱାରୀ, ହର୍ଷବର୍ଦ୍ଧନ ସିଂଙ୍କ ଭଳି ସିନିଅର ନେତା ଉପସ୍ଥିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More