Only for Entertainment

ଜାଣନ୍ତୁ ସୁହାନା ଖାନଙ୍କ ମୋବାଇଲ ୱାଲପେପରରେ ରହିଛି କାହାର ଫଟୋ ।

bollywood tadka
40

ଆକ୍ଟର ମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର ଇଛା ମସସ୍ତଙ୍କର ରହିଥାଏ । ସେମାନେ କେଉଁ ବ୍ରାଣ୍ଡର ପୋଷାକ ପିନ୍ଧୁଛନ୍ତି, କେଉଁଭଳି ଖାଦ୍ୟ ଖାଉଛନ୍ତି ଇତ୍ୟାଦି । ତେବେ ଏଭଳି ଜିଜ୍ଞାସା ରହିବା ସ୍ୱଭାବିକ କଥା । ତେବେ ନିକଟରେ ଶାହାରୁଖଙ୍କ ଗେହ୍ଲି ଝିଅ ସୁହାନାଙ୍କ ମୋବାଇଲକୁ ନେଇ ଆସିଛି ଲାଟେଷ୍ଟ ନ୍ୟୁଜ । କଥା ହେଉଛି ତାଙ୍କ ମୋବାଇଲ ୱାଲପେପରରେ କାହାର ଫଟୋ ରହିଛି ।

ବାସ୍ତବରେ ସୁହାନାଙ୍କ ମୋବାଇଲ ୱାଲପେପରରେ ରହିଛି ତାଙ୍କ ସାନ ଭାଇ ଅବରାମଙ୍କ ଫଟୋ । କହିରଖୁଛୁଯେ ସୁହାନା ଏବେ ଲଣ୍ଡନରେ ପଢୁଛନ୍ତି । ଶାହାରୁଖ ପ୍ରଥମରୁ ହିଁ କହି ଦେଇଛନ୍ତିଯେ ସୁହାନା ଫିଲ୍ମରେ କ୍ୟାରିଅର କରିବାକୁ ଚାହୁଁଛନ୍ତି । ପ୍ରଥମେ ସେ ଆମେରିକାରେ ଆକ୍ଟିଙ୍ଗ କୋର୍ସ କରିବେ । ତେବେ ସୁହାନା ବଲିଉଡରେ କେବେ ଡେବ୍ୟୁ କରିବେ ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More