Only for Entertainment

ଏହି ଫିଲ୍ମ ପାଇଁ ଭୂମି ପେଡନେକର ସୁଶାନ୍ତଙ୍କୁ କଲେ କାଷ୍ଟ !

Delhi-Fun-Dos
45

ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ଆଜିକାଲି ଖୁବ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ତାଙ୍କର ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ବୟାନ ଦେଇଛନ୍ତି । ଭୂମିଙ୍କ କହିବା ମୁତାବକ ସୁଶାନ୍ତ ସିଂଙ୍କୁ ଗୋଟିଏ ଫିଲ୍ମ ପାଇଁ କାଷ୍ଟ କରିଥିଲେ । ନିକଟରେ କପିଲ ଶର୍ମା ଶୋ’ରେ ଫିଲ୍ମ ସୋନ ଚିଡିଆର ଷ୍ଟାର ମାନେ ଆସିଥିଲେ । ଏଥିରେ ଭୂମି, ସୁଶାନ୍ତ, ମନୋଜ ବାଜପେୟୀ ଏବଂ ଆଶୁତୋଷ ରାଣା ମଧ୍ୟ ପହଂଚିଥିଲେ । ସମସ୍ତେ ଦର୍ଶକଙ୍କୁ ଖୁବ ଏଂଟରଟେନ କରିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଭୂମି ତାଙ୍କୁ ଅନ୍ୟ ଫିଲ୍ମ ଶୁଦ୍ଧ ଦେଶୀ ରୋମାନ୍ସ ପାଇଁ କାଷ୍ଟ କରିଥିଲେ । ଭୂମି ୟଶରାଜ ଫିଲ୍ମ ସହ ଆଷିଷ୍ଟାଂଟ କାଷ୍ଟିଂ ଡିରେକ୍ଟର କାମ କରୁଥିଲେ । ସୁଶାନ୍ତଙ୍କ କ୍ୟାରିଅରର ୨ୟ ଫିଲ୍ମ ଶୁଦ୍ଦ ଦେଶୀ ରୋମାନ୍ସ ପାଇଁ ତାଙ୍କୁ ଭୂମି କାଷ୍ଟ କରିଥିଲେ । ଅନେକ କଳାକାରଙ୍କୁ ଭୂମି ଫିଲ୍ମ ପାଇଁ ସିଲେକ୍ସନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More