Only for Entertainment

ବିବାହ ବନ୍ଧନରେ ଏବେ ବାନ୍ଧି ହେବେ ନାହିଁ ସୁଶାନ୍ତ-ରିୟା, ଜାଣନ୍ତୁ କାରଣ

latestly
77

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ନିଜର ଲିକଙ୍କ ଅପ ଖବରକୁ ନେଇ ବେଶ ଚର୍ଚ୍ଚାରେ । ନିକଟରେ ଶୁଣିବାକୁ ମିଳିଥିଲା ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଭିନେତ୍ରୀ ରିୟା ତକ୍ରବର୍ତ୍ତୀ ଖୁବ ଶୀର୍ଘ ବିବାହ ବନ୍ଧନରେ ବାନ୍ଧି ହେବେ । କିନ୍ତୁ ଏହାକୁ ନେଇ ଏବେ ଖବର ଆସିଛି ଯେ ଅଭିନେତ୍ରୀଙ୍କୁ ଏବେ କିଛି ସମୟ ଦରକାର । ସେଥିପାଇଁ ଦୁହେଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବେ ନାହିଁ ।

ଏଣ୍ଟରଟେନମେଣ୍ଟ ପୋଟାଲ ଅନୁସାରେ ‘ସୁଶାନ୍ତ ଏବଂ ରିଆ ବହୁତ ଭଲ ବନ୍ଧୁ । ଏବେ ଦୁହେଁ ପରସ୍ପରର କମ୍ପାନୀକୁ ଏଞ୍ଜୟ କରୁଛନ୍ତି । ଏବେ ଦୁହେଁ ବିବାହ ପରିବର୍ତ୍ତେ ନିଜ କ୍ୟାରିଅର ଉପରେ ଫୋକସ କରିବାକୁ ଚାହାଁନ୍ତି ।’

ୱାର୍କ ଫ୍ରଣ୍ଟ ବି ଷୟରେ କହିବାକୁ ଗଲେ ସୁଶାନ୍ତଙ୍କୁ ଖୁବ ଶୀଘ୍ର ଫିଲ୍ମ ଛିଛୋରେ ରେ ଦେଖିବାକୁ ମିଳିବ । ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟରେ ଶ୍ରଦ୍ଧା କପୁର ନଜର ଆସିବ । ସେହିପରି ରିୟାଙ୍କ ଆଗାମୀ ଫିଲ୍ମର ଘୋଷଣା ଶୁବ ଶୀଘ୍ର କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More