Only for Entertainment

ଫ୍ରେଣ୍ଡସିପ ଡେ’ରେ ରିଲିଜ ହେଲା ‘ଛିଛୋରେ’ର ଟ୍ରେଲର, ଭିନ୍ନ ଅନ୍ଦାଜରେ ନଜର ଆସିଲେ ଶ୍ରଦ୍ଧା କପୁର, ଦେଖନ୍ତୁ ଭିଡିଓ

Zee News
48

ଫ୍ରେଣ୍ଡସିପ ଡେ’ ଅବସରରେ ଶ୍ରଦ୍ଧା କପୁର ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’ର ଟ୍ରେଲର ରିଲିଜ ହୋଇସାରିଛି । ଫିଲ୍ମର ଟ୍ରେଲରରେ ବନ୍ଧୁତାର କାହାଣୀ ଦେଖିବାକୁ ମିଳିଛି । ଫିଲ୍ମରେ ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ ବ୍ୟତିତ ବରୁଣ ଶର୍ମା ଏବଂ ତାହିର ରାଜ ଭସୀନ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ଦେଖିଲେ ଲାଗୁଛି ଯେ ଏହା ଦର୍ଶକଙ୍କୁ ଭରପୂର ଏଣ୍ଟରଟେନ କରିବ । ତେବେ ଫିଲ୍ମର କାହଣୀ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ସହିତ ମିଶୁଛି ।

ଫିଲ୍ମର ଲିଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଫିଲ୍ମରେ ଏକଦମ ଭିନ୍ନ ଅବତାରରେ ନଜର ଆସିଛନ୍ତି । ସେହିପରି ସୁଶାନ୍ତ ସିଧା ସାଧା ଯୁବକ ଭାବେ ନଜର ଆସିଛନ୍ତି । ଫିଲ୍ମକୁ ନିତେଶ ତିୱାରୀ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ ୬ ସେପ୍ଟେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More